Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବଟର୍‌ ଚିକେନ୍‌‘

chiken

ଆବଶ୍ୟକ ସାମଗ୍ରୀ

ଚିକେନ୍‌, ବଟର୍‌,ବଟା ପିଆଜ , ଅଦାବଟା, ରସୁଣ ବଟା, ଟମାଟୋ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, ଲୁଣ, ହଳଦୀ, ଧନିଆ ପତ୍ର ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ କଡେଇରେ ଅଳ୍ପ ଆଞ୍ଚରେ ବଟର୍‌କୁ ଗରମ କରନ୍ତୁ । ବଟର୍‌ ତରଳିଲାପରେ ପିଆଜ ବଟା, ଅଦା ଓ ରସୁଣ ପେଷ୍ଟ ଦେଇ କଶନ୍ତୁ । ତା ପରେ ସେଥିରେ ଲଙ୍କା ଗୁଣ୍ଡ ଓ ଚିକେନ୍ ମସଲା ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ଚିକେନ୍‌ ଏବଂ ଅଳ୍ପ ବଟର୍‌ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ସ୍ଵାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ।

chiken

ଚିକେନ୍‌ କଷି ହୋଇଗଲାପରେ ସେଥିରେ ଅଳ୍ପ ପାଣି ଦେଇ ଚିକେନ୍‌ ସିଝିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଚିକେନ୍‌ ସିଝିବା ପରେ ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ ।

ପଢନ୍ତୁ; ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ସ୍ଵର୍ଣ୍ଣ ଜିତିଲେ ପଦ୍ମିନୀ

Related posts

ଆଜି ହିଁ ବନାନ୍ତୁ ପଣସକଠା ତରକାରୀ

Ratnamani Moharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ହୋଲି ପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ବେସନ ଲଡୁ

ENO Beuro

Leave a Comment