Recipes & Food

ଘରେ ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’

ଆବଶ୍ୟକ ସାମଗ୍ରୀ

କାବୁଲି ଚଣା, କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍,କ୍ୟାପ୍‍ସିକମ୍‍, ପିଆଜ, ଶୋୟା ସସ୍‍, ଟମାଟୋ ସସ୍‍, ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାବୁଲି ୪ରୁ ୫ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। କାବୁଲି ସିଝିଗଲା ପରେ ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ମିକ୍ସ କରିଦିଅନ୍ତୁ।

chana

ଏବେ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍‍ସିକମ୍‍କୁ ଭାଜନ୍ତୁ। ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍ ଓ ଶୋୟା ସସ୍ ପକାଇ ୧ମିନିଟ୍‍ ଭାଜି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚିଲି କାବୁଲି ଚଣା।

ପଢନ୍ତୁ;  ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

Related posts

ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

ENO Beuro

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More