Recipes & Food

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ଆବଶ୍ୟକୀୟ ସାମଗ୍ରୀ

କ୍ଷୀର, କକୋ ପାଉଡର, ଚିନି, କର୍ଣ୍ଣ ଫ୍ଲାୱାର, ଭାନିଲା ଏସେନ୍ସ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡ଼େଇରେ କ୍ଷୀର ଗରମ କରନ୍ତୁ। କ୍ଷୀର ଅଳ୍ପ ଗରମ ହୋଇଗଲେ ତାକୁ ପାତ୍ରକୁ ଢ଼ାଳି ଦିଅନ୍ତୁ। କ୍ଷୀରରେ କୋକୋ ପାଉଡର ଓ ଚିନି ପକାଇ ଘାଣ୍ଟନ୍ତୁ। କିଛି ସମୟ ପରେ ସେଥିରେ କର୍ଣ୍ଣଫ୍ଲୋର ପକାଇ ଘାଣ୍ଟନ୍ତୁ।

ଏହା ଥଣ୍ଡା ହୋଇଯିବା ପରେ ଫ୍ରିଜରରେ ରଖିଦିଅନ୍ତୁ। ଫ୍ରିଜ୍‌ର ଟେମ୍ପେଚରକୁ ବଢ଼ାଇ ଦିଅନ୍ତୁ। ୬ରୁ ୭ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ତାକୁ ବାହାରକୁ କାଢ଼ି ଆଣିନ୍ତୁ। ପ୍ରସ୍ତୁତ ହୋଇ ଗଲା ଚକୋଲେଟ୍‌ ଆଇସକ୍ରିମ୍‌। ସେଥିରେ ଭାନିଲା ଏସେନ୍ସ ପକାଇ ପରିବାର ଲୋକଙ୍କ ସହ ମନ ଖୁସିରେ ଖାଆନ୍ତୁ।

ପଢନ୍ତୁ; କଞ୍ଚା ଆମ୍ବ ଖାଇବାଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା!

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଚାଉଳ ପକୁଡ଼ି’

ENO Beuro

1 comment

Leave a Comment