Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଦହି ଚିଙ୍ଗୁଡ଼ି’ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକୀ ସାମଗ୍ରୀ

ଚିଙ୍ଗୁଡ଼ି, ସୋରିଷ, ରସୁଣ, ଲଙ୍କା,ବସା ଦହି, ଲୁଣ, ହଳଦୀ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡ଼ିର ଭଲ ଭାବେ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ। ସେଥିରେ ଲୁଣ, ହଳଦୀ, ତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ଚିଙ୍ଗୁଡି ଓ ଦହିଗୋଳା ସହିତ ମିଶାନ୍ତୁ। ଏବେ ଏ ସମସ୍ତ ମିଶ୍ରଣକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଚିଙ୍ଗୁଡ଼ି ହୋଇ ଆସିଲେ ଅଳ୍ପ ଝୋଳ ଥିବା ଅବସ୍ଥାରେ କଡ଼େଇ ଓହ୍ଲାଇ ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଦହି ଚିଙ୍ଗୁଡି’।

 

ପଢନ୍ତୁ; ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ନବୀନ,ଓଡିଶାବାସୀଙ୍କ ମଙ୍ଗଳ କାମନା କଲେ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

ENO Beuro

ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment