Recipes & Food

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଅଣ୍ଡା ପକୋଡା

ଆବଶ୍ୟକ ସାମ୍ରଗୀ

ଅଣ୍ଡା ସିଝା, ବେସନ, ଲୁଣ, ଲଙ୍କା ଗୁଣ୍ଡ, କର୍ଣଫ୍ଲୋର ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସିଝା ଅଣ୍ଡାଗୁଡିକ ଗୋଲ ଗୋଲ ଆକାରରେ କାଟି ଦିଅନ୍ତୁ । ତା ପରେ କର୍ଣଫ୍ଲୋର, ବେସନ, ଲୁଣ, ଲଙ୍କାଗୁଣ୍ଡ, ଏକାଠି ପାଣରେ ମିଶାଇ ଅଣ କରନ୍ତୁ। ପରେ କଡେଇରେ ତେଲ ଗରମ କରି ସିଝା ଅଣ୍ଡା ଖଣ୍ଡକୁ ବେସନ ଅଣରେ ବୁଡାଇ ଛାଣନ୍ତୁ । ଏହା ଅଳ୍ପ ଲାଲ ହୋଇଗଲାପରେ କାଢି ଦିଅନ୍ତୁ ।ଏବେ ପ୍ରସ୍ତୁତ ହୋଇଗଲା ଅଣ୍ଡା ପକୋଡା

ଆପଣମାନେ ଏହି ଅଣ୍ଡା ପକଡାକୁ ଟମାଟୋ ଓ ଚିଲି ସସ ସହ ଖାଇ ପାରିବେ ।

 

ପଢନ୍ତୁ;  ଠକାମୀର ଶିକାର ହେଲେ ସୋନାକ୍ଷୀ ସିହ୍ନା,ଅର୍ଡ଼ର କରିଥିଲେ ହେଡ଼୍‍ଫୋନ୍‌ କିନ୍ତୁ ଆସିଲା ଏମିତି ଜିନିଷ ………..

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ତରଭୁଜ ପିଜ୍ଜା

ENO Beuro

Leave a Comment