Recipes & Food

ଆଜି ହିଁ ବନାନ୍ତୁ ପଣସକଠା ତରକାରୀ

Jackfruit torkari

ଆବଶ୍ୟକୀୟ ଉପକରଣ

ପଣସକଠା, ଆଳୁ, ପିଆଜ, ରସୁଣ, ଅଦା, ବିଲାତିବାଇଗଣ, ତେଲ, ହଳଦୀ ଗୁଣ୍ଡା, ଲଙ୍କାଗୁଣ୍ଡା,ଜୀରା, ଫୁଟଣ,  ଡାଳିଚିନି, ଗୁଜୁରାତି ଗୁଣ୍ଡ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପଣସ ଓ ଆଳୁକୁ ଛୋଟ ଛୋଟ କାଟି ରଖିବେ। ପଣସ ଓ ଆଳୁକୁ ସିଝାଇ ଏକ ପାତ୍ରକୁ ବାହାର କରିନେବେ। ଅଦା, ପିଆଜ, ରସୁଣକୁ ଭଲଭାବେ ବାଟି ନେବେ। ଟମାଟକୁ ଛୋଟ ଛୋଟ କାଟି ରଖିବେ. ତାପରେ କରେଇରେ କିଛି ତେଲ ପକେଇ  ତା ଭିତରେ ଫୋଟଣ ଓ ପ୍ରଥମରୁ ପ୍ରସ୍ତୁତ ପିଆଜ, ରସୁଣ, ଅଦା, ହଳଦୀ, ଲଙ୍କାଗୁଣ୍ଡା ପକାଇ କିଛି ସମୟ ଗରମ କରିନେବେ। ସେଥିରେ ଟମାଟକୁ ପକାଇ ଭଲ ଭାବେ ଗୋଳାଇଦେବେ। ଏହାର ରଙ୍ଗ ସାମାନ୍ୟ ବଦଳି ଆସିଲେ ସେଥିରେ ଆଳୁ ଓ ପଣସକୁ ପକାଇ କିଛି ସମୟ ଗରମ ହେବାପାଇଁ ରଖିଦବ। ଏସବୁକୁ  ୫ ମିନିଟ ପର୍ଯ୍ୟନ୍ତ ଫୁଟାଇବାକୁ ଛଡିଦେବା।  ଏହା ଭଲ ଭାବେ ସିଝି ଗଲା ପରେ ତାହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ପରସି ଦେବା ।

ପଢନ୍ତୁ: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

Related posts

ଆସନ୍ତୁ ତିଆରି କରିବା ଆଳୁରୁ ପ୍ରସ୍ତୁତ ଜଲେବି

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ରାଜ୍‌ମା ପଲାଉ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

Leave a Comment