Recipes & Food

ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

cake

ଆବଶ୍ୟକ ସାମଗ୍ରୀ

କ୍ଷୀର,ମଇଦା, ବେକିଂ ପାଉଡର,ଆଲମଣ୍ଡ, ଚେରୀ, ବଟର,କ୍ଷୀର ସର, ଅଣ୍ଡା, ଚିନିଗୁଣ୍ଡ, କାଜୁ, କିସମିସ ଏବଂ ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମିଶାଇ ଦିଅନ୍ତୁ ତାପରେ ସେଥିରେ କ୍ଷୀର, କ୍ଷୀରସର ଓ ଚିନି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଅଳ୍ପ କଟା କାଜୁ ଓ ଆଲମଣ୍ଡ ପକାଇ ଏହାକୁ ଏକ ଚାମଚ ସାହାଯ୍ୟରେ ଭଲଭାବେ ଗୋଳାଇଦିଅନ୍ତୁ।

cake

ଏବେ ଓଭାନର ବେକିଂ ପ୍ୟାନରେ ଏକ ବଟର ପେପର ରଖନ୍ତୁ ଏହା ଉପରେ ସାମାନ୍ୟ ବଟର ଲଗାଇ କେକ୍‌ ମିଶ୍ରଣକୁ ସେଥିରେ ଢାଳି ଦିଅନ୍ତୁ। ଏବେ ଏହା ଉପରେ ବଳକା କଟା କାଜୁ, ଚେରୀ ଓ ଆଲମଣ୍ଡ ଗୁଡିକୁ ସଜାଇ ପ୍ୟାଟିକୁ ୨୦ ମିନିଟ୍‌ ଯାଏ ଓଭନରେ ରଖିଦିଅନ୍ତୁ। ୨୦ ମିନଟ୍ ପରେ ଓଭନରୁ ଏହାକୁ କାଢ଼ି ଆଣନ୍ତୁ। ଥଣ୍ଡା ହେବାପରେ ଛୋଟ ଛୋଟ ପିସ କାଟି ପରଷନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍‌।

ପଢନ୍ତୁ; ଭାରତୀୟ ନାଗରିକ ହମିଦ ଅନସାରୀଙ୍କୁ ମୁକ୍ତ କଲା ପାକ୍

Related posts

ଆସନ୍ତୁ ଜାଣିବା କିପରି ତିଆରି ହୁଏ ବ୍ରେଡ ପୁଡିଂ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

ENO Beuro

ଖରାଦିନେ ଶରୀରକୁ ଶକ୍ତି ଦେଇଥାଏ “ଷ୍ଟ୍ରବେରୀ ଲସି”, ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ!

ENO Beuro

Leave a Comment