Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’

moong

ଆବଶ୍ୟକ ସାମଗ୍ରୀ

ମୁଗ ଡାଲି, ତେଲ, ଦହି, କଞ୍ଚାଲଙ୍କା, ହେଙ୍ଗୁ, ମୂଳା,ପୋଦିନାପତ୍ର ଏବଂ ସ୍ଵାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମୁଗ ଡାଲିକୁ ପାଣିରେ କିଛି ସମୟ ବତୁରାଇ ଦିଅନ୍ତୁ। ତା’ପରେ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏଥିରେ ଅଳ୍ପ ହେଙ୍ଗୁ ଓ ସ୍ୱାଦ ଅନୁସାରେ
ଲୁଣ ଦେଇ ଭଲ କରି ଗୋଳାଇ ରଖି ଦିଅନ୍ତୁ । କିଛି ସମୟ ପରେ ସେହି ମିଶ୍ରଣକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମୁଗ ପକୋଡ଼ା। ଏହାକୁ ଗରମ ଗରମ ତିଆରି କରି ଖାଆନ୍ତୁ।

moong

ପଢନ୍ତୁ;ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବଟର୍‌ ଚିକେନ୍‌‘

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

ENO Beuro

ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment