Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

papaya

ଆବଶ୍ୟକ ସାମଗ୍ରୀ

କଞ୍ଚା ଅମୃତଭଣ୍ଡା, ଚିନି, କ୍ଷୀର, ଘିଅ, କାଜୁ, କିସ୍‌ମିସ୍‌ ଓ ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅମୃତଭଣ୍ଡାଗୁଡ଼ିକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏହାକୁ କୋରିକି ରଖନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି କୋରା ହୋଇଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ।

papaya

ଟିକେ ଭାଜି ହୋଇ ଆସିଲେ, ଏଥିରେ କ୍ଷୀର ମିଶାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍‌ମିସ୍‌ ପକାନ୍ତୁ। ଏହାକୁ କଛି ସମୟ କମ୍‌ ଆଞ୍ଚରେ ଘାଣ୍ଟନ୍ତୁ। ହାଲୱା ଟିକେ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମନପସନ୍ଦ ଅମୃତଭଣ୍ଡା ହାଲୱା। ଏହାକୁ ଏକ ପ୍ଲେଟରେ କାଢ଼ି ଉପରେ କାଜୁ କିସ୍‌ମିସ୍‌ ସଜାଇ ଦିଅନ୍ତୁ।

ଏବଂ ଆପଣଙ୍କ ଅତିଥି ମାନଙ୍କୁ ପରସନ୍ତୁ।

ପଢନ୍ତୁ; ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ମରାଠୀ ମସାଲା ଚିକେନ୍‌”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ମଲାଇ ଟିକ୍କା’

ENO Beuro

Leave a Comment