Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ରାଜ୍‌ମା ପଲାଉ

palau

ଆବଶ୍ୟକ ସାମଗ୍ରୀ

ବାସୁମତୀ ଅରୁଆ ଚାଉଳ, ସିଝା ରାଜମା,ପିଆଜ, ହଳଦୀ, ଟମାଟୋ ସସ୍‌, ଗରମ ମସଲା,ଲଙ୍କା ଗୁଣ୍ଡ, ଡାଳଚିନି,ରିଫାଇନ୍‌ ତେଲ, ଜିରା, ଟମାଟୋ,ଘିଅ ଏବଂ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଳ୍ପ ଆଞ୍ଚରେ ଚାଉଳ ସିଜାନ୍ତୁ। ପରେ ଏହାକୁ ଏକ ପାତ୍ରରେ କାଢିନିଅନ୍ତୁ। ଏବେ ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ ରଖି ଏଥିରେ ତେଲ ଓ ଘିଅ ଗରମ କରନ୍ତୁ। ଏହା ଟିକେ ଗରମ ହୋଇଗଲା ପରେ ଜିରା ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ପିଆଜ,ଡାଳଚିନି, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ ପକାଇ ଗୋଳାନ୍ତୁ।

ବର୍ତ୍ତମାନ ଏହି ମିଶ୍ରଣରେ ଅଧା ସିଝା ଚାଉଳ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ଓ ଟମାଟୋ କ୍ୟାଚ୍‌ଅପ୍‌ ପକାନ୍ତୁ। ଶେଷରେ ସିଝା ରାଜମାକୁ ଏହି ମିଶ୍ରଣରେ ମିଶାନ୍ତୁ। ସମସ୍ତ ସାମଗ୍ରୀକୁ ଭଲ ଭାବେ ଗୋଳାଇ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ।

ଏହା ଭଲ ଭାବେ ସିଝିଗଲା ପରେ ଗ୍ୟାସ୍‌ ବନ୍ଦ କରି ପ୍ଲେଟ୍‌କୁ ବାହାର କରନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାଜମା ପଲଉ।

ପଢନ୍ତୁ;  ଜମି ଦୁର୍ନୀତି ମାମଲା: ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବା ପାଲକ୍‌ ପନିର ?

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ୍‌ ‘ମୁଗ ପକୋଡ଼ା’

ENO Beuro

Leave a Comment