Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ ‘ସାଗୁ ଦାନା କ୍ଷୀରୀ’

ଆବଶ୍ୟକ ସାମଗ୍ରୀ

ସାଗୁ ଦାନା, କ୍ଷୀର , ଚିନି, କାଜୁ, କିସ୍‌ମିସ୍‌, କେଶର ଓ ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କ୍ଷୀରୀ ପାଇଁ ଆବଶ୍ୟକ ଅନୁସାରେ କ୍ଷୀରକୁ ଫୁଟାନ୍ତୁ। ତା ପରେ ସାଗୁ ଦାନାକୁ ଧୋଇ ଫୁଟୁଥିବା କ୍ଷୀରରେ ପକାନ୍ତୁ। ଏଥିସହ କିଛି କାଜୁ,କିସ୍‌ମିସ୍‌ଏବଂ କେଶର ପକାନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁସାରେ ଚିନି ଏବଂ ଗୁଜୁରାତି ପାଉଡର୍‌ ପକାଇ କିଛି ସମୟ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।

kheer

କ୍ଷୀର ସମ୍ପୂର୍ଣ୍ଣ ଫୁଟିଯିବା ପରେ ପ୍ରସ୍ତୁତ ହୋଇଗଲା ‘ସାଗୁ ଦାନା କ୍ଷୀରୀ ’। ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରିବା ପରେ ପରଷନ୍ତୁ।

ପଢନ୍ତୁ; ଦେଶର ସବୁଠାରୁ ଲମ୍ବା ପୋଲ ବୋଗିବିଲ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

Related posts

ପ୍ରସ୍ତୁତ କରନ୍ତୁ ଲାଉ ଚଣା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପନିର୍‌ ପଲାଉ’

ENO Beuro

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More