Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଶିମଳା ଲଙ୍କାର ହାଲୱା

hlwa

ଆବଶ୍ୟକ ସାମଗ୍ରୀ

ଶିମଲା ମିର୍ଚ, ଘିଅ, କ୍ଷୀର, ଅଳେଇଚ, କିଶମିଶ,ବାଦାମ, ଅଖରୋଟ, ଚିନି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଶିମଳା ଲଙ୍କାର ମଞ୍ଜି ବାହାର କରିଦିଅନ୍ତୁ। ତା ପରେ ଏହାକୁ କାଟି ନିଅନ୍ତୁ । ଏବେ ଏହାକୁ ଧୋଇ ନିଅନ୍ତୁ । ପରେ ଏକ କଡେଇରେ ଘିଅ ଗରମ କରି କିଶମିଶ ଏବଂ ଅଳେଇଚ ପକାନ୍ତୁ । ଏହା ପରେ ଏଥିରେ ଶିମଲା ମିର୍ଚ ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଏବଂ ଚିନି ପକାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ କ୍ଷୀର ମିଶ୍ରିତ କରି ଦିଅନ୍ତୁ । ଏହା ପରେ ଅଳେଇଚ ପାଉଡର କରି ଏହାକୁ ଧୀମା ଆଂଚରେ ପକାନ୍ତୁ । ଶେଷରେ ଡ୍ରାଏ ଫ୍ରୁଟସ ପକାଇ ପରଷି ଦିଅନ୍ତୁ ।

ପଢନ୍ତୁ;  ମଧ୍ୟମ ବର୍ଗଙ୍କୁ ଆକୃଷ୍ଟ କରିଛନ୍ତି କେନ୍ଦ୍ର ସରକାର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ କଦଳୀ ବରା

ENO Beuro

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଅଣ୍ଡା ପକୋଡା

ENO Beuro

ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ଜାଣନ୍ତୁ ?

ENO Beuro

Leave a Comment