Recipes & Food

ହୋଲି ପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ବେସନ ଲଡୁ

ladu

ଆବଶ୍ୟକ ସାମଗ୍ରୀ

ବେସନ,ଚିନି,ଘିଅ,ଗୁଜୁରାତି,କାଜୁ ଓ ପିସ୍ତାବାଦାମ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଢେଇ ଗରମ କରନ୍ତୁ। ସେଥିରେ ଘିଅ ପକାନ୍ତୁ । ଘିର ଗରମ ହୋଇଗଲେ ସେଥିରେ ବେସନ ପକାନ୍ତୁ । ଘିଅ ସହ ବେସନଟି ଭଲ ଭାବେ ଭାଜି ନିଅନ୍ତୁ।

ଏବେ ବେସନ ଭାଜି ହୋଇ ଗୋଲ୍ଡେନ ବ୍ରାଉନ ହୋଇଗଲେ ତାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ । ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ପାଉଡ଼ର କରିଦିଅନ୍ତୁ । ଭଜା ବେସନ ସହ ଚିନି ପାଉଡ଼ରକୁ ଗୋଳାଇ ଦିଅନ୍ତୁ ।

ସେଥିରେ ପିସ୍ତା ବାଦାମ ଛୋଟ ଛୋଟ କାଟି ପକାନ୍ତୁ । ସେଥିରୁ ଛୋଟ ଛୋଟ ଗୋଳା କରି ଲଡ୍ଡୁ ଆକାରରେ ବନାନ୍ତୁ। ଲଡୁ ଉପରେ କାଜୁକୁ ଚାପି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ଵାଦିଷ୍ଟ ବେସନ ଲଡୁ ।

ପଢନ୍ତୁ; ଆଜି ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ,ଆମ ପାଇଁ ଅମୃତ

Related posts

ଆସନ୍ତୁ ତିଆରି କରିବା “ନଡିଆ ଚିକେନ ତରକାରୀ”

Ratnamani Moharana

ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ଜାଣନ୍ତୁ ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

ENO Beuro

Leave a Comment