ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ "ଦହି ଭଲ୍ଲା"
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
Loading...
ପ୍ରଥମେ ଗୋଟା କୁକୁଡ଼ାକୁ ଭଲ ଭାବେ ଧୋଇ ରଖନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଦହି, ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ମ୍ୟାରିନେଟ୍ କରି ରଖନ୍ତୁ।
ଗୋଟା କୁକୁଡ଼ା, ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଦହି, ତେଲ, ଧନିଆ ପତ୍ର, ପିଆଜ ଓ ଗୋଲମରିଚ ଗୁଣ୍ଡ।
ପ୍ରଥମେ ଗୋଟା କୁକୁଡ଼ାକୁ ଭଲ ଭାବେ ଧୋଇ ରଖନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଦହି, ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ମ୍ୟାରିନେଟ୍ କରି ରଖନ୍ତୁ।୩୦ ମିନିଟ୍ ପରେ କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ମସଲା ଗୋଳା ଗୋଟା କୁକୁଡ଼ାକୁ ପକାଇ ଘୋଡ଼ଣୀ ଦେଇ ଦିଅନ୍ତୁ। ମଝିରେ ମଝିରେ ଘୋଡ଼ଣୀ ଖୋଲି ଟିକେ ଦେଖୁଥିବେ, ନ ହେଲେ ଲାଗି ଯାଇପାରେ। ଗୋଟେ ପଟ ସିଝିଗଲେ ଓଲଟାଇ ଆରପଟକୁ ସିଝିବା ପାଇଁ ଘୋଡ଼ାଇ ଦିଅନ୍ତୁ। ଉଭୟ ପଟ ସିଝିଗଲା ପରେ ତାକୁ କାଢ଼ି ରୁଟି ସେକା କିମ୍ବା ଗ୍ରୀଲ୍ଡ ଛାଞ୍ଚରେ ଥୋଇ ନିଆଁର ହାଲକା ଆଞ୍ଚରେ କିଛି ସମୟ ପୋଡ଼ନ୍ତୁ। କିଛି ସମୟରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘କୁକୁଡ଼ା ମସଲା ପୋଡ଼ା’। ଏହାକୁ ଧନିଆ ପତ୍ର ଓ କଟା ପିଆଜ ପକାଇ ଗାର୍ନିସ୍ କରି ସର୍ଭ କରନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।