ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
Loading...
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ବ୍ରେଡ୍, ଦହି, ପୁଦିନା, ଧନିଆପତ୍ର, ଲଙ୍କା, ଜିରା ଗୁଣ୍ଡ, ତେନ୍ତୁଳି ଭୁଜିଆ ଓ ବ୍ଲାକ୍ ସଲ୍ଟ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ। ପରେ ତାକୁ ପାଣିରେ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଏହାପରେ ବ୍ରେଡରୁ ପାଣିକୁ ବାହାର କରି ଦେଇ ଆଳୁ ସିଝାରେ ଚକଟି ଦିଅନ୍ତୁ। ତାକୁ ଗୋଲ ଗୋଲ କରି ବରା ଭଳି ତିଆରି କରି ଏକ ପାତ୍ରରେ ରଖନ୍ତୁ। ତା’ ଉପରେ ଅଧିକ କରି ଦହି ପକାଇ ଦିଅନ୍ତୁ। ତା’ପରେ ସେଥିରେ ପୁଦିନା ଓ ଧନିଆପତ୍ରରେ ତିଆରି ହୋଇଥିବା ଚଟଣି, ତେନ୍ତୁଳି ଚଟଣି ଓ ଲଙ୍କା ଓ ଜିରା ଗୁଣ୍ଡ ଓ ବ୍ଲାକ୍ ସଲ୍ଟ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଭଲ୍ଲା।
Shakespeare, in the beautiful garden, among the party. Some of the hall: in fact she was ever to.
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।
ଆଜି ଆମେ ବନେଇବା ‘ମଟନ୍ ସିକ୍ କବାବ୍’ । ଏହି ରେସିପିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା ।