Loading...

ଆଜି ଆମେ କୌଣସି ଖାଦ୍ଯ ନୁହେ ବରଂ ଖାଦ୍ଯରେ ପଡୁଥିବା ମସଲା ପ୍ରସ୍ତୁତି କରିବା ଆସନ୍ତୁ ଜାଣିବା କିପରି

ଆଜି ଆମେ କୌଣସି ଖାଦ୍ଯ ନୁହେ ବରଂ ଖାଦ୍ଯରେ ପଡୁଥିବା ମସଲା ପ୍ରସ୍ତୁତି କରିବା ଆସନ୍ତୁ ଜାଣିବା କିପରି

ସମସ୍ତଙ୍କ ଘରେ ପୂଜା ପର୍ବ ,ଓପାସ ଥିଲେ ଡାଲମା ନିହାତି ହୋଇଥାଏ.ମନ୍ଦିର ରେ ଡାଲମା ବହୁତ ସ୍ୱାଦ ହୋଇଥାଏ . ମନ୍ଦିର ରେ ଯଉ ଡାଲମା ହୋଇଥାଏ ସେଥିରେ ଡାଲମା ମସଲା ଗୁଣ୍ଡ ଅଲଗା ପଡି ଥାଏ . ଆଜି ମୁ ଡାଲମା ମସଲା ଗୁଣ୍ଡ ତିଆରି କରିବା ଶିଖେଇବି.ଏହି ଡାଲମା ମସଲା ଗୁଣ୍ଡ କୁ ଆପଣ ହବିଷ ଡାଲମା , ଘରେ ଯଉ ଡାଲମା କରିବେ ସେଥିରେ ପକେଇପାରିବେ ବହୁତ ସ୍ୱାଦିଷ୍ଟ ହୋଇଥାଏ.

 INGREDIENTS:-

*1cup  ଜିରା

*ଅଧା cup ଧନିଆ

*1ଚାମଚ ଗୋଲମରିଚ

*1ଚାମଚ ମେଥି
*1ଚାମଚ ଲବଙ୍ଗ

*3ଖଣ୍ଡ ଡାଳଚିନ

*1ଟା ବଡ କଳା ଗୁଜୁରାତି

*1ଚାମଚ ପାନ ମଧୁରୀ

*2ଟା ତେଜ ପତ୍ର

*4ଟା ଶୁଖିଲା ଲଙ୍କା

METHOD :-

Step -1:-

ପ୍ରଥମେ ଗ୍ୟାସ ରେ କଢେଇ ବସେଇବା ତାକୁ low flame କରିଦେବା .

Step -2:-

କଢେଇ ଭଲସେ ଗରମ ହେଲା ପରେ ସେଥିରେ 1cup  ଜିରା ,ଅଧା cup ଧନିଆ ,1ଚାମଚ ଗୋଲମରିଚ ,

1ଚାମଚ ମେଥି ,1ଚାମଚ ଲବଙ୍ଗ, 3ଖଣ୍ଡ ଡାଳଚିନ, 1ଟା ବଡ କଳା ଗୁଜୁରାତି ,1ଚାମଚ ପାନ ମଧୁରୀ ,

2ଟା ତେଜ ପତ୍ର କୁ ଦେବା .ଆଉ 4min ଭାଜିବା

Step -3:-

4min ପରେ 4ଟା ଶୁଖିଲା ଲଙ୍କା ଦେବା 2min ଭାଜିବା.ତାପରେ ଗ୍ୟାସ ବନ୍ଦ କରିଦେବା.ଆଉ

କଢେଇକୁ ଆଉ ଗୋଟେ side ରେ ରଖିବା .ଭଲସେ ଥଣ୍ଡା କରିବା.

Step -4:-

ଭଲସେ ଥଣ୍ଡା ହେଲା ପରେ ସେ ସବୁ ମସଲା କୁ grinder ଜାର ରେ ଦେବା.ଆଉ ଭଲସେ grinding

କରିଦେବା.

Step -5:-

Grinding କରିକି ତାକୁ ଭଲସେ ଥଣ୍ଡା କରିବା ତାପରେ ତାକୁ ଗୋଟେ ସଫା ଡବା ରେ ରଖିବା.

ଏହାକୁ 15ଦିନ ଯାଏ ବ୍ୟବହାର କରିପାରିବେ .ତା ପରେ ଆଉ ଥରେ ତିଆରି କରିପାରିବେ.

 TIPS:-

*ଯେତିକି ପରିମାଣ ରେ କହିଛି ସେତିକି ପରିମାଣ ରେ ନେବେ ବେଶୀ ପରିମାଣ ପକେଇବେନି

ଗରମ ମସଲା ଗୁଣ୍ଡ ହେଇଯିବ.

*ଗ୍ୟାସ ରେ ଭାଜିଲା ବେଳେ ଗ୍ୟାସ flame କୁ ସବୁ ବେଳେ low flame ରେ ରଖିବା.

*ମସଲା ଭାଜିଲା ବେଳେ ବେଶୀ ସମୟ ଭାଜିବେନି,ନହେଲେ ପିତା ଲାଗିବ. 

*ଯଦି ବଡ କଲା ଗୁଜୁରାତି ଯଦି ନଥିବ 2ଟା ଛୋଟ ଗୁଜୁରାତି ପକେଇପାରିବେ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.