ଆଜି ହିଁ ପ୍ରସ୍ତୁତ କରନ୍ତୁ "ଚିଙ୍ଗୁଡି ଡାଲମା"
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।
Loading...
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଶୀତ ଦିନରେ ଅଣ୍ଡା ତଡ଼କା ଖାଇବାର ମଜା ନିଆରା। ଏହାକୁ ଗରମ ଗରମ ରୁଟି ସହ ଖାଇବାକୁ ଭଲ ଲାଗିଥାଏ। ବିଶେଷ କରି ଘର ଅପେକ୍ଷା ରେଷ୍ଟୁରାଣ୍ଟରେ ଏହାକୁ ଆମେ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି। କାରଣ ଆମେ ଭାବନ୍ତି, ଘରେ ସ୍ୱାଦିଷ୍ଟ ଅଣ୍ଡା ତଡ଼କା ବନେଇବା ସମ୍ଭବ ନୁହେଁ। କିନ୍ତୁ ଏହାକୁ ଆମେ ଘରେ ବି ତିଆରି କରି ଖାଇପାରିବା। ଆସନ୍ତୁ ଜାଣିବା ତିଆରି କରିବାର ପ୍ରଣାଳୀ...
ଆବଶ୍ୟକ ସାମଗ୍ରୀ- ଡାଲି ତଡ଼କା, ଅଦା, ରସୁଣ ଓ ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, କରି ପାଉଡର, ଗରମ ମସଲା, ତେଲ, ଲୁଣ, ହଳଦୀ, ଗରମ ମସଲା, ଧନିଆ ପତ୍ର , ଟମାଟୋ, କଟା ପିଆଜ, କଞ୍ଚା ଲଙ୍କା, ତଡ଼କା ମସଲା ଓ ଅଣ୍ଡା
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ତା’ପରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ଏହାକୁ ଭଲ ଭାବରେ ଭୁଜିଆ ତିଆରି କଲା ପରି ଭାଜନ୍ତୁ। ଭାଜି ହୋଇଗଲା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ।
ପୁଣି କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାଇ ତାକୁ କିଛି ସମୟ କଷନ୍ତୁ। ଏହା ପରେ ଧନିଆ ଓ ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ। ପରେ ସେଥିରେ କଞ୍ଚା ଲଙ୍କା କଟା ହୋଇଥିବା ପିସ୍କୁ ପକାନ୍ତୁ। ତଡ଼କା ମସଲା ପକାଇବା ପରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ସେଥିରେ କଟା ଟମାଟୋ ପକାଇ ତାକୁ କଷନ୍ତୁ। ପାତ୍ରରେ ସିଜାଇ ରଖିଥିବା ତଡ଼କାକୁ ସେଥିରେ ପକାନ୍ତୁ। ପରେ ଭଜା ହୋଇ ରହିଥିବା ଅଣ୍ଡାକୁ ପକାନ୍ତୁ। ତା’ପରେ ଗରମ ମସଲା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ତଡ଼କା। ଏହାକୁ ପାତ୍ରକୁ କାଢ଼ି ଆଣିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।
ପ୍ରଥମେ ପାଉଁରୁଟିକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।
ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ । ଏଥିରେ ଅଦା ଛେଚା, କଟା ଧଣିଆପତ୍ର, ଅଳ୍ପ ଲୁଣ, ଛୋଟ ଛୋଟ କଟା ଲଙ୍କା, ଜୀରା ଓ ଲଙ୍କା ଗୁଣ୍ଡ, ଗରମ ମସଲା, ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ ।