Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

kadai

ଆବଶ୍ୟକ ସାମଗ୍ରୀ

ବଏଲ୍ ଚିକେନ୍,କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ,ବଟର, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ,ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ,କଟା ଅଦା, ସ୍ଵାଦ ଅନୁସାରେ ଲୁଣ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ କଢେଇରେ ବଟର ଗରମ କରନ୍ତୁ। ତାପରେ ସେଥିରେ ଅଦା ରସୁଣ ଏବଂ ଟମାଟୋ ପେଷ୍ଟ ପକାନ୍ତୁ। କିଛି ସମୟ ସେମିତି ଛାଡିଦିଅନ୍ତୁ। ତା ପରେ ସେଥିରେ ବଏଲ୍ ଚିକେନ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ।

ଏହି ମସଲାକୁ ୧୦ରୁ ୧୫ ମିନିଟ ଛାଡି ଦିଅନ୍ତୁ। ସବାଶେଷରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ। ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘କଡ଼ାଇ ଚିକେନ୍’।

ପଢନ୍ତୁ;  ବେଙ୍ଗାଲୁରୁ ଏୟାର ଶୋ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ,ଜଳିଗଲା ୧୦୦ରୁ ଅଧିକ କାର

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

Ratnamani Moharana

 ଘରେ କିପରି ତିଆରି କରିବେ ବନ୍ଧାକୋବି ଆଚାର ଜାଣନ୍ତୁ ? 

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ‘କଡାଇ ଛତୁ’

Ratnamani Moharana

Leave a Comment