ପ୍ରସ୍ତୁତ କରନ୍ତୁ ଲାଉ ଚଣା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

lau

ଆବଶ୍ୟକୀୟ ସାମଗ୍ରୀ

ଲାଉ,ବୁଟ ଡାଲି, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଅଳେଇଚ ଓ ଲବଙ୍ଗ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବୁଟ ଡାଲିରେ ଟମାଟୋ ପକାଇ ସିଝାଇ ନିଅନ୍ତୁ।

ତା ପରେ ଲାଉକୁ ଛୋଟ ଛୋଟ କାଟି ସେଥିରେ ପକାନ୍ତୁ ଏବଂ ସିଝାଇ ନିଅନ୍ତୁ।

lau

ଏବେ କଢେଇରେ  ତେଲ ଗରମ କରି ସେଥିରେ ହେଙ୍ଗୁ, ତେଜପତ୍ର, ଜିରା,ଡାଲଚିନି, ଅଳେଇଚ ଗୁଣ୍ଡ ଏବଂ ଲବଙ୍ଗକୁ ପକାଇ ଦେଇ ଘାଣ୍ଟନ୍ତୁ। ଟିକେ ବାସ୍ନା ଆସିଗଲେ ଲାଉ ଏବଂ ବୁଟ ଡାଲିର ସିଝା ମିଶ୍ରଣକୁ ଢାଳି ଦିଅନ୍ତୁ। ଫୁଟି ଆସିବା ପରେ ସିମରେ ୨ମିନିଟ ରଖନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଲାଉ ଚଣା।

ପଢନ୍ତୁ;  ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More