Loading...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଛଲୀ ଚମନ୍’

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଛଲୀ ଚମନ୍’

ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଗୋଳାଇ ରଖନ୍ତୁ । କରେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । କାଜୁ ଓ କ୍ରୀମ୍ ବ୍ୟତୀତ ଅନ୍ୟସବୁ ମସଲା ତେଲରେ କଷିଦିଅନ୍ତୁ । ପ୍ରାୟ ୭ ରୁ ୮ ମିନିଟ୍ କଷି ହୋଇଗଲେ ମାଛ ପକାଇ ଟିକେ ଲୁଣ ଓ ପାଣି ଦିଅନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ 

ଭେକ୍ଟି ମାଛ – ୨୦୦ ଗ୍ରାମ୍ (ପିସ୍ କଟା), କସ୍ତୁରୀ ମେଥି – ୧ ଚା’ଚାମଚ, ଲଙ୍କାଗୁଣ୍ଡ – ୧ ଚା’ଚାମଚ, ହଳଦି ଗୁଣ୍ଡ – ୧/୨ ଚା’ଚାମଚ, ବଟର ବା ଗୁଆ ଘିଅ – ୨ ଟେବୁଲ-ଚାମଚ, ପିଆଜ ବଟା – ୪ ଟେବୁଲ ଚାମଚ, ଟମାଟୋ ପୁରୀ – ୧୦୦ ଗ୍ରାମ୍,  କାଜୁ ବଟା – ୪ ଚା’-ଚାମଚ, ଲୁଣ – ସ୍ବାଦାନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ 

ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଗୋଳାଇ ରଖନ୍ତୁ । କରେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । କାଜୁ ଓ କ୍ରୀମ୍ ବ୍ୟତୀତ ଅନ୍ୟସବୁ ମସଲା ତେଲରେ କଷିଦିଅନ୍ତୁ । ପ୍ରାୟ ୭ ରୁ ୮ ମିନିଟ୍ କଷି ହୋଇଗଲେ ମାଛ ପକାଇ ଟିକେ ଲୁଣ ଓ ପାଣି ଦିଅନ୍ତୁ । ଫୁଟିଗଲେ କାଜୁ ବଟା ପକାଇ ଗୋଳାଇ ଝୋଳ ବହଳିଆ ହେବାଯାଏଁ ବସାନ୍ତୁ । ଶେଷବେଳକୁ କ୍ରୀମ୍ ପକାଇ ଗୋଳାଇ କାଢ଼ିଆଣନ୍ତୁ । ପଲାଉ ବା ରୁଟି ସହ ଖୁବ୍ ସ୍ବାଦିଷ୍ଟ ଲାଗିବ|

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.