EnewsOdia.Com

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଛଲୀ ଚମନ୍’

ଆବଶ୍ୟକୀୟ ସାମଗ୍ରୀ

ଭେକ୍ଟି ମାଛ – ୨୦୦ ଗ୍ରାମ୍ (ପିସ୍ କଟା), କସ୍ତୁରୀ ମେଥି – ୧ ଚା’ଚାମଚ, ଲଙ୍କାଗୁଣ୍ଡ – ୧ ଚା’ଚାମଚ, ହଳଦି ଗୁଣ୍ଡ – ୧/୨ ଚା’ଚାମଚ, ବଟର ବା ଗୁଆ ଘିଅ – ୨ ଟେବୁଲ-ଚାମଚ, ପିଆଜ ବଟା – ୪ ଟେବୁଲ ଚାମଚ, ଟମାଟୋ ପୁରୀ – ୧୦୦ ଗ୍ରାମ୍,  କାଜୁ ବଟା – ୪ ଚା’-ଚାମଚ, ଲୁଣ – ସ୍ବାଦାନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ

ମାଛକୁ ଭଲଭାବେ ଧୋଇ ସେଥିରେ ଲୁଣ ଗୋଳାଇ ରଖନ୍ତୁ । କରେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । କାଜୁ ଓ କ୍ରୀମ୍ ବ୍ୟତୀତ ଅନ୍ୟସବୁ ମସଲା ତେଲରେ କଷିଦିଅନ୍ତୁ । ପ୍ରାୟ ୭ ରୁ ୮ ମିନିଟ୍ କଷି ହୋଇଗଲେ ମାଛ ପକାଇ ଟିକେ ଲୁଣ ଓ ପାଣି ଦିଅନ୍ତୁ । ଫୁଟିଗଲେ କାଜୁ ବଟା ପକାଇ ଗୋଳାଇ ଝୋଳ ବହଳିଆ ହେବାଯାଏଁ ବସାନ୍ତୁ । ଶେଷବେଳକୁ କ୍ରୀମ୍ ପକାଇ ଗୋଳାଇ କାଢ଼ିଆଣନ୍ତୁ । ପଲାଉ ବା ରୁଟି ସହ ଖୁବ୍ ସ୍ବାଦିଷ୍ଟ ଲାଗିବ|

ପଢନ୍ତୁ: ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’

ସମ୍ବନ୍ଧିତ ଖବର

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’

Ratnamani Maharana

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

Ratnamani Maharana

ସ୍ୱାଦରେ ଜବରଦସ୍ତ ପନୀର ଭୁର୍ଜି, ମିନିଟରେ ହେବ ପ୍ରସ୍ତୁତ

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ‘ଖଟାମିଠା ଆମ୍ୱୁଲ ଚିକେନ୍‌’

Ratnamani Maharana