ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ "ଦହି ଭଲ୍ଲା"
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
Loading...
ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଗୋଲମରିଚ, ଅଦା, ଡାଳଚିନି, ଲବଙ୍ଗ, ଜାଇଫଳ ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ।
ଚା’ ପିଇବା କାହାକୁ ପସନ୍ଦ ନୁହେଁ। ଶୀତଦିନ ଆସିଗଲେ ଚା’ ପିଇବାକୁ ପସନ୍ଦ କରୁ ନ ଥିବା ଲୋକେ ମଧ୍ୟ ଟ୍ରେରୁ ଗୋଟିଏ କପ୍ ଉଠାଇ ଏହାର ମଜା ନେଇଥାନ୍ତି। ବିଶେଷ କରି ଚା’ର ଶୀତଦିନେ ବେସ ଚାହିଦା ତେବେ ଚାଲନ୍ତୁ ଜାଣିବା ମସଲା ଚା’ର ରେସିପି ସମ୍ପର୍କରେ।
୨ରୁ ୩ଟି ଗୋଲମରିଚ, ଖଣ୍ଡେ ଅଦା, ଖଣ୍ଡେ ଡାଳଚିନି, ୨ରୁ ୩ଟି ଗୁଜୁରାତି, ୨ଟି ଲବଙ୍ଗ, ୩ରୁ ୪ଟି ତୁଳସୀ ପତ୍ର, ଖଣ୍ଡେ କଟା ଜାଇଫଳ, ଦୁଇ କପ୍ କ୍ଷୀର, ଏକ କପ୍ ପାଣି, ୨ ଚାମଚ ଚା’ ପତି, ସ୍ବାଦାନୁସାରେ ଚିନି।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଗୋଲମରିଚ, ଅଦା, ଡାଳଚିନି, ଲବଙ୍ଗ, ଜାଇଫଳ ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ। ପାଣିର ରଙ୍ଗ ହାଲୁକା ନୀଳ ହୋଇଗଲେ ଚିନି ଓ କ୍ଷୀର ପକାଇ କିଛି ସମୟ ଫୁଟାନ୍ତୁ। ଏହାପରେ ଚା’ ପତି ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପେସାଲ ମସଲା ଚା’। ଶୀତଦିନେ ଗରମ ଗରମ ପିଅନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।