Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମଟନ କିମା”

Mk

ଆବଶ୍ୟକ ସାମଗ୍ରୀ

ମାଂସ କିମା ୫୦୦ ଗ୍ରାମ, ଗୋଟେ କପ ଗ୍ରୀନ ମଟର, ଅଧା କପ ଘିଅ, କଟା ପିଆଜ, ଗୋଟେ ଚାମଚ ଅଦା ରସୁଣ ପେଷ୍ଟ, ଦୁଇଟି କଟା ତମଟୋ, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଧନିଆ ପାତ୍ର, ଗୋଟା ଜୀରା ୨ ଚାମଚ, ଖଣ୍ଡେ ଡାଲଚିନ, ୪ଟିଲବଙ୍ଗ, ଗୋଟେ ଗୁଜୁରାତି, ଗୋଲମରିଚ, ତେଜ ପାତ୍ର ଓ ଅବଶ୍ୟକାନୁଯାଇ ଲୁଣ।

 

 

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡେଇରେ ଘିଅ ଗରମ କରନ୍ତୁ। ଏଥିରେ ଜିରା, ଡାଲଚିନ, ଗୋଲମରିଚ, ତେଜପତ୍ର ଓ ଗୁଜୁରାତି ପକାନ୍ତୁ। ଏସବୁ ଫୁଟିଗଲେ ସେଥିରେ ରସୁଣ, ଅଡାବତା ଓ ପିଆଜ ପକାଇ କଷନ୍ତୁ। ମସଲାରୁ ତେଲ ଉଠିବା ପରେ ତମଟୋ, ଲୁଣ, ଧନିଆ ପାଉଡର, ହଳଦୀ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏସବୁ ଭଲକରି କଷି ହୋଇଗଲେ ଏଥିରେ ମାଂସକିମାକୁ କନ୍ତୁ। କିମା ଫ୍ରାଏ ହେବାଯାଏ କସନ୍ତୁ। ମାଂସ କଷି ଭଲ କରି ଶିଖିଗଲେ ଏହାକୁ ପ୍ଳେଟକୁ କାଢି ଧନିଆ ପତ୍ରରେ ସଜାଇ ଦିଅନ୍ତୁ। ଏବେ ଗରମ ଗରମ ସ୍ଵାଦିଷ୍ଟ ମଟନ କିମା ଘର ଲୋକଙ୍କୁ ପରସି ଦିଅନ୍ତୁ।

Km
Km

ପଢନ୍ତୁ: ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ସ୍ପାଇସି ଫିସ୍‌ ଏଗ୍‌”

Related posts

ଆସନ୍ତୁ ତିଆରି କରିବା “ବେଙ୍ଗଲୀ ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ଶେଜ୍‌ୱାନ ପ୍ରନ୍‌’

Ratnamani Moharana

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

Leave a Comment