EnewsOdia.Com

ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

ଶୀତଦିନରେ ଗାଁଠାରୁ ସହର ଯାଏ ଯଦି କିଛି ମିଳେ ତେବେ ତାହା ହେଉଛି ପାରିବା। ତେବେ ଶୀତଦିନେ ମିଳୁଥିବା ପରିବାକୁ ନେଇ ଯଦି ଆମେ କିଛି ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛେ। ଆଜି ଆମେ ଶୀତଦିନିଆ ପାରିବା ମୂଳାକୁ ନେଇ ତିଆରି କରିବା ‘ମୂଳା ରାଇତା’।

ଆବଶ୍ୟକ ସାମଗ୍ରୀ

ମୂଳା, ଅଦା, ଧନିଆ ପତ୍ର, ଜିରା, ଦହି, ଚିନି ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ। ଏହା ପରେ ଅଦାକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଧନିଆ ପତ୍ରକୁ ଭାବେ ଧୋଇ କାଟି ରଖନ୍ତୁ। ଏବେ ଏକ କଡ଼େଇରେ ଜିରାକୁ ହାଲ୍‌କା ଭାଜି ଦିଅନ୍ତୁ। ପରେ ସେଥିରେ କୋରା ମୂଳା, ଧନିଆ ପତ୍ର ଓ କଟା ଅଦା ସବୁକୁ ପକାନ୍ତୁ। ଏହାପରେ ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ। ଶେଷରେ ଚିନି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ରାଇତା’।

ପଢନ୍ତୁ: ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

ସମ୍ବନ୍ଧିତ ଖବର

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସାହି ମସ୍‌ରୁମ୍‌’

Ratnamani Maharana

ସ୍ୱାଦରେ ଜବରଦସ୍ତ ପନୀର ଭୁର୍ଜି, ମିନିଟରେ ହେବ ପ୍ରସ୍ତୁତ

Ratnamani Maharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଜିରା ଚିକେନ’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଟି ହାଣ୍ଡି ପୋଡ଼ା ମଟନ୍‌”

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର

Ratnamani Maharana