Loading...

ଆସନ୍ତୁ ପ୍ରସ୍ତୁତ କରିବା ‘ଛତୁ ପିଜ୍ଜା’

ଆସନ୍ତୁ ପ୍ରସ୍ତୁତ କରିବା ‘ଛତୁ ପିଜ୍ଜା’

ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ 

ମଇଦା– ୨ କପ୍, ଲୁଣ-୧/୨ ଚାମଚ, ଘିଅ-୧ ଚାମଚ , ଇଷ୍ଟ- ୧ ଚାମଚ , ଚିନି -୧ ଚାମଚ , ବଡ଼ ଟମାଟୋ -୨ ଟି (କଟା), ଚିଜ୍ କୋରା—୧/୨ କପ୍,  ସରୁ କଟା ପିଆଜ -୧/୨ କପ୍, ଛତୁ- ୧/୨ କପ୍, ରସୁଣ- ୪ କୋଲା (ଛେଚା)

ସ୍ତୁତି ପ୍ରଣାଳୀ

ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ । ଏହା ଫୁଲିଯିବ । ଆଉଥରେ ହାତରେ ଟିକେ ଦଳନ୍ତୁ । ଗୁଳା ୩-୪ ଟି କରି ମୋଟା କରି ବେଲନ୍ତୁ । ଉପରେ ଅନ୍ୟ ସବୁ ସାମଗ୍ରୀକୁ ସମାନ ଭାଗ କରି ଲଗାଇ, ଦୁଇପଟରେ ଘିଅ ବା ବଟର ମାରି ଓଭାନ୍ ଟ୍ରେରେ ୨୦୦° ସେଲସିୟସ୍ ରେ ୧୨ରୁ ୧୫ ମିନିଟ୍ ଯାଏ ବେକ୍ କରନ୍ତୁ । ନନଷ୍ଟିକ୍ ତାୱାରେ ବି କରିହେବ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.