Recipes & Food

ଆସନ୍ତୁ ତିଆରି କରିବା ଓଟ୍‌ସ ଆମଲେଟ୍‌

Oats_Omelette_Recipe

ଆବଶ୍ୟକୀୟ ସାମଗ୍ରୀ

ଅଣ୍ଡା,କ୍ଷୀର, ଓଟ୍‌ସ, କଟା ପିଆଜ, ଗାଜର, କ୍ୟାପିସ୍‌କମ୍‌, କଞ୍ଚା ଲଙ୍କା, ଧନିଆ ପତ୍ର,କ୍ଷୀର, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଓଟ୍‌ସକୁ ଗ୍ରାଇଣ୍ଡିଂ ରଖନ୍ତୁ। ତାପରେ ଏଥିରେ ଲୁଣ,ହଳଦୀ, ଗୋଲମରିଚ ଗୁଣ୍ଡ, ମସଲା ଓ କ୍ଷୀର ପକାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

ବର୍ତ୍ତମାନ ଏଥିରେ କଟା ପିଆଜ, ଗାଜର, କ୍ୟାପ୍‌ସିକମ୍‌, ଲଙ୍କା ଓ ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ତାୱା ଗରମ କରି ତେଲ ପକାନ୍ତୁ।

ଏଥିରେ ଏହି ଘୋଳକୁ ଢାଳି ଆମଲେଟ୍‌ ଆକାରରେ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ମସଲାଯୁକ୍ତ ଓଟ୍‌ସ ଆମଲେଟ୍‌।

ପଢନ୍ତୁ;  ପାକିସ୍ତାନୀ ଗୁଇନ୍ଦା ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପନିର୍‌ ଫିଙ୍ଗର୍‌ସ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ବନାନା ଲସି !

ENO Beuro

Leave a Comment