ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟରେ ଭରା "ପଣସ କଠା କୋରମା
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
Loading...
ପାଳଙ୍ଗକୁ ଧୋଇ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏହାପରେ ଏଥିରେ ପାଳଙ୍ଗ, ଧନିଆ ପତ୍ର, ପିଆଜ, ଲୁଣ, ଜୀରା, ଅଦା, ହଳଦି ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ କାଟି ଦିଅନ୍ତୁ।
ଶୀତୁଆ ପାଗରେ ଅଣ୍ଡାରେ ହୋଇଥିବା ଆମଲେଟ୍ ଖାଇବା ସମସ୍ତଙ୍କୁ ପସନ୍ଦ। ଏହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ କେବେ ‘ପାଳଙ୍ଗ ଆମଲେଟ’ ଟ୍ରାଏ କରିଛନ୍ତି। ଏହା ଖାଇବାର ସ୍ୱାଦକୁ ଦ୍ୱିଗୁଣା କରିଦିଏ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ଉପାୟ।
ଅଣ୍ଡା – ୨, ପାଳଙ୍ଗ – ଏକ କପ୍ କଟା ହୋଇଥିବା, ଧନିଆ ପତ୍ର – ୧/୪ କପ୍, ଲୁଣ – ସ୍ୱାଦାନୁସାରେ, କଞ୍ଚା ଲଙ୍କା – ଗୋଟିଏ, ଅଦା – ୧/୪ ଚାମଚ, ହଳଦି – ଚିମୁଟାଏ, ପିଆଜ – ୧, ଜୀରା – ୧/୪ ଚାମଚ, ଲାଲ ଲଙ୍କା ପାଉଡର – ୧/୪ ଚାମଚ, ଘିଅ କିମ୍ବା ଲହୁଣୀ – ଆବଶ୍ୟକ ଅନୁସାରେ
ପାଳଙ୍ଗକୁ ଧୋଇ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏହାପରେ ଏଥିରେ ପାଳଙ୍ଗ, ଧନିଆ ପତ୍ର, ପିଆଜ, ଲୁଣ, ଜୀରା, ଅଦା, ହଳଦି ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ କାଟି ଦିଅନ୍ତୁ। ପ୍ୟାନ୍ ଗରମ କରନ୍ତୁ ଏବଂ ସେଥିରେ ଘିଅ ବା ତେଲ ପକାନ୍ତୁ। ଏହାପରେ ଅଣ୍ଡାକୁ ଫେଣ୍ଟି ଦିଅନ୍ତୁ। ଏବେ ଦୁଇପାର୍ଶ୍ୱକୁ ଭଲଭାବେ ଫ୍ରାଏ କରନ୍ତୁ। ଏବେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ, ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାଳଙ୍ଗ ଆମଲେଟ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର
ପ୍ରଥମେ ଏକ ଷ୍ଟିଲ୍ ପାତ୍ରରେ କ୍ୟାପ୍ସିକମ୍ ଓ କଞ୍ଚାଲଙ୍କାକୁ ୧ କପ୍ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ।