EnewsOdia.Com

ସ୍ୱାଦରେ ଜବରଦସ୍ତ ପନୀର ଭୁର୍ଜି, ମିନିଟରେ ହେବ ପ୍ରସ୍ତୁତ

ପନୀରକୁ ଶାକାହାରୀ ଭୋଜନରେ ବହୁତ ପସନ୍ଦ କରାଯାଏ। କାରଣ ଯେତେବେଳେ ବି କୌଣସି ସ୍ପେଶାଲ ଡିସ ତିଆରି କରାଯାଏ ସେତେବେଳେ ଆଗ ପନୀରକୁ ଆଗ ରଖାଯାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଝଟପଟ ପ୍ରସ୍ତୁତ ହେଉଥିବା ମସାଲାଦାର ପନୀର ଭୁଜିଆ ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ପନୀର – ୧୦୦ ଗ୍ରାମ, ଟମାଟୋ –୨, ପିଆଜ – ୧ (ଛୋଟ କଟା ହୋଇଥିବା), କଞ୍ଚା ଲଙ୍କା – ୨, ଅଦା – ଅଳ୍ପ ପେଶା ହୋଇଥିବା,  ରସୁଣ – ୨ କୋଲା, ସୁଖିଲା ମସଲା, ଜିରା – ୧/୪ ଚାମଚ, ହଳଦି – ଚିମୁଟାଏ, ଗରମ ମସଲା – ୧/୨ ଚାମଚ, ତେଲ – ଆବଶ୍ୟକ ଅନୁଯାୟୀ,  ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ପନୀରକୁ କଦ୍ଦୁକସ୍‌ କରିଦିଅନ୍ତୁ। ତେଲ କିମ୍ବା ଘିଅ ଗରମ କରନ୍ତୁ। ଏହାପରେ ଜିରା, ପିଆଜ, କଞ୍ଚା ଲଙ୍କା, ଅଦା ଏବଂ ରସୁଣ ପକାନ୍ତୁ। ଏହା ସୁନେଲୀ ରଙ୍ଗ ହେବା ଯାଏଁ ଭାଜନ୍ତୁ। ଏହାପରେ ଟମାଟୋ ପକାଇ ପାଣି ମାରି ଦିଅନ୍ତୁ। ସୁଖିଲା ମସଲା ପକାଇ ଭାଜନ୍ତୁ। ମସଲାରେ ପନୀର ପକାଇ ହାଲକା ଭାଜନ୍ତୁ। ଏବେ ଆପଣଙ୍କର ପନୀର ଭୁଜିଆ ପ୍ରସ୍ତୁତ ହୋଇଯାଇଛି।

ପଢନ୍ତୁ: ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

ସମ୍ବନ୍ଧିତ ଖବର

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଚିକେନ୍ ରୋଷ୍ଟ’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଚିକେନ୍ ଲଲିପପ୍’

Ratnamani Maharana

ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

Ratnamani Maharana

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

Ratnamani Maharana