Loading...

ଆସନ୍ତୁ ଆଜିର ରନ୍ଧଣାରେ ଆମେ ଶିଖିବା ଏକ ସହଜ ଓ ସ୍ଵାଦିଷ୍ଟ ଖାଦ୍ଯ "ଆଳୁ ପନୀର ଚାଟ"

ଆସନ୍ତୁ ଆଜିର ରନ୍ଧଣାରେ ଆମେ ଶିଖିବା ଏକ ସହଜ ଓ ସ୍ଵାଦିଷ୍ଟ ଖାଦ୍ଯ "ଆଳୁ ପନୀର ଚାଟ"

ପ୍ରଥମେ ଏକ ନନ-ସ୍ଟିକ ପ୍ୟାନ ନେଇ ତେଲ ଗରମ କରି କଟା କଞ୍ଚା ଲଙ୍କା ଓ ଅଦା ଦେଇ ୧ ମିନିଟ ଭାଜି ନିଅନ୍ତୁ ।

ଆବଶ୍ୟକ ସାମଗ୍ରୀ :
ପନୀର ୨୦୦ ଗ୍ରାମ , ୧୦-୧୨ ଟି ଛୋଟ ଛୋଟ ଆଳୁ , ୧ କପ ସିଝା ଗ୍ରୀନ ମଟର , ଖଣ୍ଡେ ଅଦା , ଛୋଟ ଛୋଟ କଟା ୨-୩ ଟି କଞ୍ଚା ଲଙ୍କା , ୨ ଚାମଚ ଆମ୍ବ ଆଚାର , କଳା ମରିଚ ଗୁଣ୍ଡ ଅଧା ଚାମଚ , କାଗିଜି ଲେମ୍ବୁ ରସ ୨ ଚାମଚ , ଧଣିଆ ପତ୍ର , ଲୁଣ ଓ ତେଲ ଆବଶ୍ୟକ ଅନୁଯାଇ ।
 

ପ୍ରସ୍ତୁତି  ପ୍ରଣାଳୀ  : 

ପ୍ରଥମେ ଏକ ନନ-ସ୍ଟିକ ପ୍ୟାନ ନେଇ ତେଲ ଗରମ କରି କଟା କଞ୍ଚା ଲଙ୍କା ଓ ଅଦା ଦେଇ ୧ ମିନିଟ ଭାଜି ନିଅନ୍ତୁ । ସମାନ ସାଇଜରେ କଟା ପନୀର ଓ ସିଝା ଆଳୁ ଓ ଗ୍ରୀନ ମଟର ପକାଇ ଆଉ ୧ ମିନିଟ ଭଜୀ ଦିଅନ୍ତୁ । ଏବେ ଏଥିରେ ଆମ୍ବ ଆଚାର , କଳା ମରିଚ ଗୁଣ୍ଡ , ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।  ଗରମ ଗରମ ପ୍ଳେଟରେ କାଢି ଉପରେ କଟା ଧଣିଆ ପକାଇ ପରସନ୍ତୁ । ଏହା ବହୁତ ସ୍ଵାଦିଷ୍ଟ ଓ ପୃଷ୍ଟିକର ମଧ୍ୟ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.