ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ "ଦହି ଭଲ୍ଲା"
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
Loading...
ସର୍ବପ୍ରଥମେ ଏକ କଡାଇକୁ ଗରମ କରନ୍ତୁ। ଏହାପରେ ରାଶିକୁ କଡାଇରେ ପକାଇ ମିଡିୟମ ଆଞ୍ଚରେ ଲଗାତର ଭାଜନ୍ତୁ। ରାଶି ହାଲୁକା ଫୁଲିଗଲେ କିମ୍ବା ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଭଜା ରାଶିକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ।
ମକର ସଂକ୍ରାନ୍ତିରେ ସକାଳୁ ଉଠି ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହି ଦିନରେ ରାଶିର ବହୁତ ବଡ ମହତ୍ତ୍ୱ ରହିଛି । ରାଶିରେ ପ୍ରସ୍ତୁତ ହୋଇଥିବା ଜିନିଷକୁ ଖାଇବା ଏବଂ ଦାନ କରିବା ବହୁତ ଶୁଭ ବୋଳି ଧରାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ରାଶି ଚିକ୍କି। ଏହା ଆପଣଙ୍କ ପାଇଁ ଏକ ବେଷ୍ଟ ସ୍ୱାଦିଷ୍ଟ ବ୍ୟଞ୍ଜନ ହେବ। ତେବେ ଆସନ୍ତୁ ଜାଣିବେ ଏହାକୁ କିପରି କରିବେ ପ୍ରସ୍ତୁତ।
ରାଶି – ୧ କପ୍, ଚିନି – ୧ କପ୍, ଘିଅ – ୨ରୁ୩ ଟେବୁଳ ଚାମଚ, କାଜୁ – ୨୫ ଗ୍ରାମ, ପିସ୍ତା – ୧ ଟେବୁଲ ଚାମଚ,ଛୋଟ ଅଳେଇଚ – ୭ ରୁ ୮
ସର୍ବପ୍ରଥମେ ଏକ କଡାଇକୁ ଗରମ କରନ୍ତୁ। ଏହାପରେ ରାଶିକୁ କଡାଇରେ ପକାଇ ମିଡିୟମ ଆଞ୍ଚରେ ଲଗାତର ଭାଜନ୍ତୁ। ରାଶି ହାଲୁକା ଫୁଲିଗଲେ କିମ୍ବା ତାହାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଭଜା ରାଶିକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ।କଡାରେ ଦେଶୀ ଘିଅ ପକାନ୍ତୁ ଏବଂ ଏଥିରେ ଚିନି ପକାଇ ମଧ୍ୟମ ଆଞ୍ଚରେ ଚଲାନ୍ତୁ। ଏହାପରେ ଗ୍ୟାସ ବନ୍ଦ କରନ୍ତୁ ଏବଂ ଭଜା ହୋଇଥିବା ରାଶି, କାଟି ରଖିଥିବା ଡ୍ରାଏଫ୍ରୁଟସ୍ ଏବଂ ଅଳେଇଚକୁ ମଧ୍ୟ ଏଥିରେ ପକାନ୍ତୁ। ଏହାକୁ ଏକ ଚାମଚରେ ଭଲଭାବେ ଚଲାନ୍ତୁ। ଏହି ସମୟରେ ଆଞ୍ଚକୁ ମିଡିୟମରେ ରଖନ୍ତୁ।
ଏବେ ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ପୂର୍ବରୁ ହିଁ ଚିକ୍କଣ କରିବାକୁ ଏକ ପ୍ଲେଟ କିମ୍ବା ବୋର୍ଡରେ ରଖନ୍ତୁ ଏବଂ ପତଳା କରି ବେଲି ଦିଅନ୍ତୁ। ଏହାକୁ ବେଲିବାର ତୁରନ୍ତ ପରେ ହିଁ ଛୁରୀରେ କାଟି ଦିଅନ୍ତୁ। ଏବେ ଚିକ୍କି ଥଣ୍ଡା ହୋଇଗଲେ ଏହାକୁ ଅଲଗା କରି ରଖିଦିଅନ୍ତୁ। ଏବେ ଆପଣଙ୍କର ଚିକ୍କି ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ଖାଇ ମକରର ମଜା ଉଠାନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ଘର ମାନଙ୍କରେ ବିଭିନ୍ନ ପିଠା ତିଆରି କରାଯାଏ । ଏନେଇ ଆଜି ଆମେ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ମିଠାର ରେସିପି ପ୍ରସ୍ତୁତ କରିବୁ ।
ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।