ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟରେ ଭରା "ପଣସ କଠା କୋରମା
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
Loading...
ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ।
ସୋୟାବିନ୍ ବଡ଼ି, ପିଆଜ, କାପ୍ସିକମ୍, ତେଲ, ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍, କଞ୍ଚାଲଙ୍କା, ଚିନି ଓ ଲୁଣ।
ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ। କାପ୍ସିକମ୍ ଖଣ୍ଡ ଖଣ୍ଡ କାଟି ତା ଭିତରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ। ପ୍ରଥମେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ପିଆଜ ଏବଂ କାପ୍ସିକମ୍ ପକାନ୍ତୁ ଓ ଘାଣ୍ଟନ୍ତୁ। ପିଆଜ ଓ କାପ୍ସିକମ୍ ନରମ ହୋଇ ଆସିଲେ ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍, କଞ୍ଚାଲଙ୍କା, ଚିନି ଓ ଲୁଣ ପକାନ୍ତୁ ଏବଂ ଭଲଭାବରେ ଗୋଳାଇ ଦିଅନ୍ତୁ। ମସଲା କଷା ହୋଇଗଲେ ସୋୟାବିନ୍ ବଡ଼ି ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ଅଳ୍ପ ଟିକିଏ ପାଣି ଦେଇପାରନ୍ତି। ଯେପରିକି ମସଲା ସବୁ ସୋୟାବଡ଼ି ଭିତରେ ପଶିଯିବ। ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଗରମ ଗରମ ପରଷନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର
ପ୍ରଥମେ ଏକ ଷ୍ଟିଲ୍ ପାତ୍ରରେ କ୍ୟାପ୍ସିକମ୍ ଓ କଞ୍ଚାଲଙ୍କାକୁ ୧ କପ୍ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ।