ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ପ୍ରଥମେ ମକା ମଞ୍ଜିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ ଓ କଟା ରସୁଣକୁ ଭାଜି ପୁର ପ୍ରସ୍ତୁତ କରନ୍ତୁ।
ପ୍ରଥମେ ମକା ମଞ୍ଜିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଟମାଟୋ ଓ କଟା ରସୁଣକୁ ଭାଜି ପୁର ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ପୋଇ ପତ୍ରକୁ ଛୋଟ ଛୋଟ କରି ସେଥିରେ କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ ଓ କଞ୍ଚା ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ତା’ପରେ ତାୱାରେ ତେଲ ଗରମ କରି ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ ଓ ଚାରି ଆଡ଼କୁ ଖେଳାଇ ଦିଅନ୍ତୁ, ଯେମିତି ତାହା ଚକୁଳି ପିଠା ଆକାରର ହେବ। ଏବେ ତା’ ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମକା ପୁର ଦିଅନ୍ତୁ। ପୁର ଉପରେ ଆଉ ଥରେ ପୋଇପତ୍ର ଓ ଅଣ୍ଡା ମିଶ୍ରଣକୁ ପକାନ୍ତୁ। ଗୋଟିଏ ପଟ ଭାଜି ହୋଇଯିବା ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇପଟ ଭାଜି ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ସ୍ୟାଣ୍ଡୱିଚ୍ ଆକାରରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’। ଏହାକୁ ଟମାଟୋ ଓ ଚିଲି ସସ୍ ସହ ଗରମ ଗରମ ପରଷନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।