ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟରେ ଭରା "ପଣସ କଠା କୋରମା
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
Loading...
ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଟମାଟୋ, ଡାଲଚିନି, ଗୁଜରାତି, ଅଳେଇଚ, ଗୋଲମରିଚ, ଅନାସୀଫୁଲ, ଜାୟତ୍ରୀ ପକାନ୍ତୁ ।
ଆବଶ୍ୟକ ସାମଗ୍ରୀ
୭୦୦ ଗ୍ରାମ ଭାକୁର ମାଛ, ଦୁଇଟି କଟା ପିଆଜ, ଦୁଇଟି କଟା ଟମାଟୋ, ୩ରୁ ୪ଟି କଟା କଞ୍ଚା ଲଙ୍କା, ଡାଲଚିନି ଏକ ଖଣ୍ଡ, ଗୁଜରାତି ୩ରୁ ୪ଟି, ଅଳେଇଚ ୩ରୁ ୪ଟି, ଗୋଳମରିଚ ଅଧା ଛୋଟ ଚାମଚ, ଅନାସୀଫୁଲ ଓ ଜାୟତ୍ରୀ ଗୋଟିଏ, ୧ ଚାମଚ ଲଙ୍କା ଗୁଣ୍ଡ, ଦୁଇଟି କଟା ପିଆଜ ସଣ୍ଢା, ତେଲ ୩ରୁ ୪ ଚାମଚ, କଟା ଧନିଆପତ୍ର ୧ କପ୍, ଅଦା ରୁସୁଣ ବଟା ୧ ଚାମଚ, ୧ ଇଞ୍ଚ କଟା ଅଦା ଓ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଭାକୁର ମାଛକୁ କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ କଢ଼େଇରେ ତେଲ ପକାଇ ମାଛକୁ ସେଥିରେ ରଖନ୍ତୁ। ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଟମାଟୋ, ଡାଲଚିନି, ଗୁଜରାତି, ଅଳେଇଚ, ଗୋଲମରିଚ, ଅନାସୀଫୁଲ, ଜାୟତ୍ରୀ ପକାନ୍ତୁ । ଏହାପରେ ଲଙ୍କାଗୁଣ୍ଡ, ପିଆଜ ସଣ୍ଢା, ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ପାଣି ଦେଇ ୧୦ ମିନିଟ୍ ପାଇଁ ଘୋଡାଇ ଦିଅନ୍ତୁ। ଏହାପରେ କଢ଼େଇକୁ ଚୁଲିରେ ବସାଇ ମାଛକୁ ସିଝିବାକୁ ଦିଅନ୍ତୁ। କିଛି ସମୟ ପରେ ଘୋଡଣି ବାହାର କରି ସେଥିରେ ଅଦା ରସୁଣ ବଟା ଗୋଳାନ୍ତୁ ଓ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ। ପରେ ସେଥିରେ କଟା ଅଦା, ଧନିଆ ପତ୍ର ଓ ଅଳ୍ପ ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଏହି ମାଛ ଉପରେ ପକାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବା ସିଝା ମାଛ ଝୋଳ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର
ପ୍ରଥମେ ଏକ ଷ୍ଟିଲ୍ ପାତ୍ରରେ କ୍ୟାପ୍ସିକମ୍ ଓ କଞ୍ଚାଲଙ୍କାକୁ ୧ କପ୍ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ।