ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟରେ ଭରା "ପଣସ କଠା କୋରମା
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
Loading...
ପ୍ରଥମେ ପରିବାଗୁଡ଼ିକୁ ଧୋଇ କଟରରେ ଛୋଟ ଛୋଟ କରି କାଟନ୍ତୁ। ଏହି ପରିବାରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ।
୧୫୦ ଗ୍ରାମ୍ ଗାଜର, ୧୫୦ ଗ୍ରାମ୍ ଫୁଲ କୋବି, ୧୦୦ ଗ୍ରାମ୍ ପତ୍ର କୋବି, ୨ଟି ବଡ଼ ପିଆଜ, ୧ଟା କ୍ୟାପ୍ସିକମ୍, ୨ଟି କଞ୍ଚାଲଙ୍କା, ୧୦୦ ଗ୍ରାମ୍ କର୍ଣ୍ଣଫ୍ଲୋର୍, ୫୦ ଗ୍ରାମ୍ ପିଆଜ ଷଣ୍ଢା, ୧ ଚାମଚ ଚିଲି ସସ୍, ୧ ଚାମଚ ଜିରା, ୧ ଚାମଚ ଟମାଟୋ ସସ୍, ୧ ଚାମଚ ସୋୟା ସସ୍, ଅଧ ଚାମଚ ଗରମ ମସଲା, ଲୁଣ ସ୍ବାଦାନୁସାରେ ଏବଂ ଛାଣିବା ପାଇଁ ତେଲ।
ପ୍ରଥମେ ପରିବାଗୁଡ଼ିକୁ ଧୋଇ କଟରରେ ଛୋଟ ଛୋଟ କରି କାଟନ୍ତୁ। ଏହି ପରିବାରେ କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ବଲ୍ ତିଆରି କରି ରଖନ୍ତୁ। କଡ଼ାଇରେ ତେଲ ଗରମ କରି ଏହି ବଲ୍ ଗୁଡ଼ିକୁ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଛାଣିଦେଲା ପରେ ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ଜିରା ଛୁଙ୍କ ଦିଅନ୍ତୁ। ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏବେ ସମସ୍ତ ମସଲା ପକାଇ ଭଲ ଭାବେ ମିଶାନ୍ତୁ। ଅଧ ଗ୍ଲାସ୍ ପାଣି ଦେଇ ଅଳ୍ପ କର୍ଣ୍ଣଫ୍ଲୋର ପକାନ୍ତୁ। ଏବେ ଏଥିରେ ଛଣା ହୋଇ ରହିଥିବା ବଲ୍ଗୁଡ଼ିକୁ ପକାନ୍ତୁ। ଏଥିରେ ଟମାଟୋ ସସ୍, ସୋୟା ସସ୍, ଭିନେଗାର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରି ରୁଟି କିମ୍ବା ପରଟା ସଙ୍ଗେ ଗରମ ଗରମ ପରଷନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ କଡ଼େଇରେ ତେଲ ପକାଇ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର
ପ୍ରଥମେ ଏକ ଷ୍ଟିଲ୍ ପାତ୍ରରେ କ୍ୟାପ୍ସିକମ୍ ଓ କଞ୍ଚାଲଙ୍କାକୁ ୧ କପ୍ ପାଣି ଦେଇ ଅଳ୍ପ ଆଞ୍ଚରେ ଅଳ୍ପ ସମୟ ଫୁଟାନ୍ତୁ। ୨/୪ ଥର ଫୁଟି ଆସିବା ପରେ ଗ୍ୟାସ୍ ବନ୍ଦକରି ପାଣି ଥଣ୍ଡାହେବା ପାଇଁ ରଖି ଦିଅନ୍ତୁ।