Recipes & Food

ଘରେ ପ୍ରସ୍ତୁତ କରନ୍ତୁ କଦଳୀର ଚଟପଟା ଚିପ୍ସ

banana

ଆବଶ୍ୟକ ସାମଗ୍ରୀ

କଞ୍ଚା କଦଳୀ,ବାଦାମ ତେଲ ,ବିଟ ଲୁଣ,କଳା ମରୀଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଞ୍ଚା କଦଳୀର ଚୋପା ଛାଲି ଦିଅନ୍ତୁ।  ତା ପରେ  ବରଫ ପାଣିରେ ବିଟଲୁଣ ମିଶାନ୍ତୁ ଏବଂ ସେଥିରେ କଦଳୀକୁ ୧୦-୧୨ ମିନିଟ ପାଇଁ ଭିଜାଇ ରଖି ଦିଅନ୍ତୁ।ଏହା ପରେ କଦଳୀକୁ ଚିପ୍ସ ସାଇଜରେ କାଟି ଦିଅନ୍ତୁ । କଦଳୀକୁ କାଟିବା ପରେ କୌଣସି ସଫା କପଡାରେ ୧୦ ମିନିଟ ପାଇଁ ଖେଳାଇ ରଖି ଦିଅନ୍ତୁ। ଯେପରି ସେଥିରେ ଥିବା ପାଣି ଭଲ ଭାବେ ସୁଖିଯିବ।

banana

ଏବେ କଢେଇରେ  ତେଲ ପକାନ୍ତୁ ଏବଂ ଯେତେବେଳେ ତେଲ ଗରମ ହୋଇଯିବ ସେଥିରେ କଦଳୀର ଖଣ୍ଡକୁ ପକାଇ ହଳଦିଆ ହେବା ପର୍ଯାନ୍ତ ଛାଣନ୍ତୁ। ଏହା ଛାଣି ହୋଇଗଲା ପରେ ଏହାକୁ କାଢ଼ି ବିଟଲୁଣ ଏବଂ କଳା ମରୀଚ ମିଶାନ୍ତୁ। ଏବେ ଆପଣଙ୍କର କଦଳୀ ଚିପ୍ସ ପ୍ରସ୍ତୁତ ହୋଇଯାଇଛି।

ପଢନ୍ତୁ;  କୃଷି ଋଣ ଛାଡ଼ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

Related posts

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ରାବିଡ଼ି ମାଲପୁଆ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଲେମନ ଚିକେନ

ENO Beuro

Leave a Comment