ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।
ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ।
ଚାଉଳକୁ ଧୋଇ ହାଣ୍ଡିରେ ଆବଶ୍ୟକ ପାଣି ଦେଇ ଚୁଲିରେ ଭାତ ରନ୍ଧନ୍ତୁ | ସେଥିରେ ଲୁଣ ,ତେଜପତ୍ର ,ଅଧା ପୋଦିନା ପତ୍ର,୧/୩ ଭାଗ ଗରମ ମସଲା ପକାଇ ଭାତ ଫୁଟାନ୍ତୁ | ୩/୪ ଭାଗ ରାନ୍ଧିହୋଇଗଲେ ଭାତକୁ ପାଣିରୁ ଛାଣି ଖୋଲା ଥାଳିରେ ରଖନ୍ତୁ |
ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଚିକେନ, ରସୁଣ , କଟା ପିଆଜ, ପାଣି ଦେଇ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ସିଝିବା ପରେ ଏଥିରେ ଥିବା ପାଣିକୁ ଛାଣି ଦେଇ ସିଝା ଚିକେନକୁ ଏକ ପାତ୍ରରେ ରଖନ୍ତୁ।
ଏକ ପ୍ୟାନରେ ବଟର ଗରମ କରନ୍ତୁ ବର୍ତ୍ତମାନ ପ୍ୟାନରେ ବୋନଲେସ ଚିକେନ୍ ଖଣ୍ଡ ମିଶାଇ ପ୍ରାୟ ୧୦ମିନିଟ୍ ପାଇଁ ରାନ୍ଧନ୍ତୁ ବର୍ତ୍ତମାନ ଚିକେନ୍ ଖଣ୍ଡଗୁଡ଼ିକୁ ଫ୍ଲିପ୍ କରନ୍ତୁ ଏବଂ ୫ ମିନିଟ୍ ଅଧିକ ରାନ୍ଧନ୍ତୁ ଏକ ଥାଳିରେ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡଗୁଡ଼ିକୁ ବାହାର କରନ୍ତୁ ।
ସର୍ବପ୍ରଥମେ ସୋୟାବିନକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ମିଡିୟମ ଆଞ୍ଚରେ ପ୍ରେସର କୁକରରେ ତେଲ ପକାଇ ଗରମ କରନ୍ତୁ। ଏବେ ପିଆଜ ପକାଇ ହାଲକା ସୁନେଲୀ ରଙ୍ଗ ହେବା ପର୍ୟ୍ୟନ୍ତ ଫ୍ରାଏ କରନ୍ତୁ।