ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍
ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ।
Loading...
ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ।
ଥମେ କଞ୍ଚାଲଙ୍କା, ଭୁସଙ୍ଗ ପତ୍ର, ଧନିଆପତ୍ରକୁ ପେଷି ଦିଅନ୍ତୁ। ଏବେ ଏଥିରେ ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ, ଲେମ୍ବୁ ରସ, ଅଦା ରସୁଣ ବଟ, ସୋରିଷ ତେଲ ପକାଇ ପୁଣି ଭଲ ଭାବେ ପେଷି ଦିଅନ୍ତୁ।
କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ବର୍ଗର ଖାଇବାକୁ ପସନ୍ଦ କରନ୍ତି। ଏହାକୁ ବହୁତ ଆଗ୍ରହର ସହ ଲୋକେ ଖାଇଥାନ୍ତି। ନିଜ ପିଲାଙ୍କ ହୃଦୟ ଜିତିବାକୁ ଆପଣ ନିଜ ଘରେ ଆମଲେଟ୍ ବର୍ଗର ତିଆରି କରି ଖୁଆଇ ପାରିବେ।
ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ।
ପ୍ରଥମେ କର୍ନକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ଏକ ପାତ୍ରରେ କର୍ନ ବଟାକୁ ରଖନ୍ତୁ ଓ ଏଥିରେ ସ୍ୱିଟ୍ କର୍ନ କ୍ରୀମ୍, ଚିଜ୍, ପାଣି, ଚିନି, କ୍ଷୀର, ଲୁଣ, ଓ ଗାଜର ମିଶାଇ ଭଲ ଭାବେ ଗୋଳାନ୍ତୁ।
ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ।
ପ୍ରଥମେ ଚିଙ୍ଗୁଡ଼ିର ମୁଣ୍ଡ କାଟି ଅଲଗା କରିନିଅନ୍ତୁ । ଅଣ୍ଡା, ମଇଦା, ଟେମ୍ପୁରା ମିକ୍ସ ଓ ଥଣ୍ଡା ପାଣି ଭଲକରି ଫେଣ୍ଟନ୍ତୁ । ଏଥର ଲୁଣ ଓ ଅଦାକୋରା ମିଶାନ୍ତୁ ।
ପ୍ରଥମେ ଦେଶୀ ଆଳୁ ବା ଖମ୍ବ ଆଳୁକୁ କାଟି ଲୁଣ ଦେଇ ସିଝାଇ ଦିଅନ୍ତୁ। ସେହିପରି ଚିକେନ୍ କିମାକୁ ମଧ୍ୟ ମସଲା ଦେଇ କଷି ଦିଅନ୍ତୁ।