Loading...

ରୋଷେଇ

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ।

ଘରେ ପ୍ରସ୍ତୁତ କରନ୍ତୁ ‘ଖଟାମିଠା ଆମ୍ୱୁଲ ଚିକେନ୍‌’

ଘରେ ପ୍ରସ୍ତୁତ କରନ୍ତୁ ‘ଖଟାମିଠା ଆମ୍ୱୁଲ ଚିକେନ୍‌’

ପ୍ରଥମେ କଟା ହୋଇ ରହିଥିବା ଚିକେନ୍‌ରେ ଲୁଣ, ହଳଦୀ ଗୁଣ୍ଡ, ପୋଦିନା ପତ୍ର ବଟା ଓ ଛେଚା ହୋଇଥିବା ଆମ୍ୱକଷିଆ ଅଦା ପକାନ୍ତୁ। ତା’ପରେ ସେଥିରେ ଅଦା ଛେଚା, ଆମ୍ୱୁଲ ପାଣି, ଲଙ୍କା ଗୁଣ୍ଡ ଓ ଅଳ୍ପ ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର

ଚିକେନ ଖାଉଥିବା ଲୋକଙ୍କୁ ଏହି ଡିସ୍‌ ବହୁତ ପସନ୍ଦ ଆସିବ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଏକ ଭିନ୍ନ ସ୍ୱାଦର ରେସିପି ନେଇ ଆସିଛୁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଚିକେନ ଲାବ୍ରାଡର’।

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବାଉଁଶ ମାଛ ବେସର’

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବାଉଁଶ ମାଛ ବେସର’

ପ୍ରଥମେ ମାଛରେ ହଳଦୀ ଗୁଣ୍ଡ, କରଡ଼ି, ଅଦା ବଟା, ରସୁଣ ବଟା, ସୋରିଷ ବଟା, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ବାଉଁଶ ନଳୀରେ ଭଲ ଭାବରେ ତେଲ ମାରି ସେଥିରେ ମସଲା ଗୋଳା ମାଛକୁ ପୂରାଇ ଦିଅନ୍ତୁ ଓ ଅଟା ଚକଟାରେ ତା’ର ମୁହଁ ବନ୍ଦ କରି ଦିଅନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଷ୍ଟଫଡ଼୍ ଡାଲି ପରଟା’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଷ୍ଟଫଡ଼୍ ଡାଲି ପରଟା’

ମୁଗଡାଲିକୁ ପାଣିରେ ୬-୭ ମିନିଟ୍ ବତୁରାନ୍ତୁ ଓ ଛାଣି ରଖନ୍ତୁ । ପ୍ୟାନରେ ୨ କପ୍ ପାଣି ନେଇ ଲୁଣ ପକାନ୍ତୁ ଓ ଡାଲି ପକାଇ କଭର ଲଗାଇ ସିଝିବା ଯାଏଁ ରାନ୍ଧନ୍ତୁ; ମାତ୍ର ଡାଲି ଯେପରି ଗୋଳି ହୋଇନଯାଏ, ସେଥୁପ୍ରତି ଧ୍ୟନ ଦେବେ ।

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

ଅଣ୍ଡାରେ ବିଭିନ୍ନ ପ୍ରକାର ରେସିପି ଆପଣ ଘରେ ତିଆରି କରୁଥିବେ। ଅଣ୍ଡା ଆମ୍‌ଲେଟ୍‌, ଭୁଜିଆ, ମସଲା ମିଶା ଭୁଜିଆ, ପକୋଡ଼ା ଓ ଅଣ୍ଡା ମସଲା ଇତ୍ୟାଦି। କିନ୍ତୁ କେବେ ‘ଏଗ୍‌ ବୋଟ୍‌’ ରେସିପିକୁ ଆପଣ ଘରେ ତିଆରି କରିଛନ୍ତି କି ? ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡାର ଏହି ନୂଆ ରେସିପିକୁ ଘରେ କିପରି ତିଆରି କରିବେ।

ଘରେ ତିଆରି କରନ୍ତୁ ‘ପମ୍ପକିନ୍‌ ବ୍ରେଡ’

ଘରେ ତିଆରି କରନ୍ତୁ ‘ପମ୍ପକିନ୍‌ ବ୍ରେଡ’

ପ୍ରଥମେ ଓଭାନକୁ ୩୫୦ ଡିଗ୍ରୀରେ ପ୍ରିହିଟ୍‌ କରି ଦିଅନ୍ତୁ। ଏକ ବଡ଼ ପାତ୍ରରେ ଅଟା, ଡାଳଚିନି ଗୁଣ୍ଡ, ଖାଇବା ସୋଡ଼ା, ଅଦା, ନଟମଗ ଓ ଲୁଣ ଏକାଠି ଗୋଳାନ୍ତୁ। ହ୍ୟାଣ୍ଡ ମିକ୍ସଚର ବ୍ୟବହାର କରି ଆଉ ଏକ ବଡ଼ ପାତ୍ରରେ ତରଳା ଯାଇଥିବା ଲହୁଣୀ, ଚିନି, କଖାରୁ ପ୍ୟୁରି, କ୍ରୀମ, ଅଣ୍ଡା ଓ ଭ୍ୟାନିଲା ଏକ୍ସଟ୍ରାକ୍ଟ ମିଶାନ୍ତୁ।

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଏକ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ।

>