ଆସନ୍ତୁ ପ୍ରସ୍ତୁତ କରିବା ‘ଛତୁ ପିଜ୍ଜା’
ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ ।
Loading...
ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ ।
ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ୍ କରନ୍ତୁ।
ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ।
ପ୍ରଥମେ ଏକ ପାତ୍ରରେ ସଫା ହୋଇଥିବା ଚିଙ୍ଗୁଡ଼ି ନେଇ ତାକୁ ମ୍ୟାରିନେଟ୍ କରନ୍ତୁ। ମ୍ୟାରିନେଟ୍ କରିବା ପାଇଁ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡର୍, ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ପ୍ରଥମେ ଚିକେନ୍କୁ ଏକ ପାତ୍ରରେ ରଖି ମ୍ୟାରିନେଟ୍ କରି ଦିଅନ୍ତୁ। ମ୍ୟାରିନେଟ୍ କରିବା ପାଇଁ ସେଥିରେ ଜିରା, ଧନିଆ ବଟା, ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା ଓ ତେଲ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର୍, ଟମାଟୋ ଓ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ।
ପ୍ରଥମେ ଗୋଟା କୁକୁଡ଼ାକୁ ଭଲ ଭାବେ ଧୋଇ ରଖନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଦହି, ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ମ୍ୟାରିନେଟ୍ କରି ରଖନ୍ତୁ।
ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ।