ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’
ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ । ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ ।
Loading...
ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ । ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ ।
ଆଳୁ ଓ ମଟରକୁ ସିଝାନ୍ତୁ । ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ । ପ୍ୟାନରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା, ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
ପ୍ରଥମେ ପାଣି ଦେଇ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ।
ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ ପକାଇ ଭଲଭାବେ ମ୍ୟାରିନେଟ୍ କରନ୍ତୁ।
ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ।
ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଗ୍ୟାସ୍ ଉପରେ ତାଓ୍ଵା ବସାଇ ତେଲ ଗରମ କରି ମାଛକୁ ଭାଜି ଦିଅନ୍ତୁ।
ପ୍ରଥମେ ଅଦା, ରସୁଣ ଓ ଲଙ୍କା ଭଲ ଭାବେ ପେଷ୍ଟ କରନ୍ତୁ। ଅନ୍ୟ ଏକ ପ୍ୟାନ୍ରେ ବଟର ପକାଇ ସେଥିରେ ବେସନ ଭାଜି ତାକୁ ଅଲଗା ପାତ୍ରରେ କାଢି ରଖନ୍ତୁ।
ପ୍ରଥମେ ଖାସି ମାଂସକୁ ଭଲଭାବେ ସଫା କରି ରଖନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଟନ, ଅଦା ରସୁଣ ଛେଚା, କଟା ପିଆଜ, ଧଣିଆ ପତ୍ର, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।