Loading...

ରୋଷେଇ

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

ପ୍ରଥମେ ମଇଦା, ବେକିଂ ପାଉଡ଼ରକୁ ମଶାଇ ଅଟା ଚଲାରେ ଭଲଭାବେ ଚଲାଇଦିଅନ୍ତୁ। ‌ଏବେ ଏକ ପାତ୍ରରେ ଅଣ୍ଡାକୁ ଭଲଭାବେ ଫେଣ୍ଟି ସେଥିରେ କ୍ଷୀର, କ୍ଷୀରସର ଓ ଚିନି ମିଶାଇ ଆଉଥରେ ଭଲଭାବେ ଫେଣ୍ଟି ଦିଅନ୍ତୁ।

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଆଚାରୀ ଚିକେନ’

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘ଆଚାରୀ ଚିକେନ’

ଥମେ କଞ୍ଚାଲଙ୍କା, ଭୁସଙ୍ଗ ପତ୍ର, ଧନିଆପତ୍ରକୁ ପେଷି ଦିଅନ୍ତୁ। ଏବେ ଏଥିରେ ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ, ଲେମ୍ବୁ ରସ, ଅଦା ରସୁଣ ବଟ, ସୋରିଷ ତେଲ ପକାଇ ପୁଣି ଭଲ ଭାବେ ପେଷି ଦିଅନ୍ତୁ।

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ବର୍ଗର ଖାଇବାକୁ ପସନ୍ଦ କରନ୍ତି। ଏହାକୁ ବହୁତ ଆଗ୍ରହର ସହ ଲୋକେ ଖାଇଥାନ୍ତି। ନିଜ ପିଲାଙ୍କ ହୃଦୟ ଜିତିବାକୁ ଆପଣ ନିଜ ଘରେ ଆମଲେଟ୍‌ ବର୍ଗର ତିଆରି କରି ଖୁଆଇ ପାରିବେ।

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ସ୍ୱିଟ୍‌ କର୍ନ ଟିକ୍କି’

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ସ୍ୱିଟ୍‌ କର୍ନ ଟିକ୍କି’

ପ୍ରଥମେ କର୍ନକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ଏକ ପାତ୍ରରେ କର୍ନ ବଟାକୁ ରଖନ୍ତୁ ଓ ଏଥିରେ ସ୍ୱିଟ୍‌ କର୍ନ କ୍ରୀମ୍‌, ଚିଜ୍‌, ପାଣି, ଚିନି, କ୍ଷୀର, ଲୁଣ, ଓ ଗାଜର ମିଶାଇ ଭଲ ଭାବେ ଗୋଳାନ୍ତୁ।

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଟେମ୍ପୁରା ପ୍ରନ୍ (ଚିଙ୍ଗୁଡ଼ି)’

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଟେମ୍ପୁରା ପ୍ରନ୍ (ଚିଙ୍ଗୁଡ଼ି)’

ପ୍ରଥମେ ଚିଙ୍ଗୁଡ଼ିର ମୁଣ୍ଡ କାଟି ଅଲଗା କରିନିଅନ୍ତୁ । ଅଣ୍ଡା, ମଇଦା, ଟେମ୍ପୁରା ମିକ୍ସ ଓ ଥଣ୍ଡା ପାଣି ଭଲକରି ଫେଣ୍ଟନ୍ତୁ । ଏଥର ଲୁଣ ଓ ଅଦାକୋରା ମିଶାନ୍ତୁ ।

>