ଆପଣ ସ୍ୱାଦିଷ୍ଟ ‘ଫଳ ପଲାଉ’ ଖାଇଛନ୍ତି କି ? ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ କିଛି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ପୁଟିଲା ପରେ ସେଥିରେ ଲୁଣ, ଜିରା ଏବଂ ଦୁଇ ଚାମଚ ତେଲ ପକାନ୍ତୁ।
Loading...
ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ କିଛି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ପୁଟିଲା ପରେ ସେଥିରେ ଲୁଣ, ଜିରା ଏବଂ ଦୁଇ ଚାମଚ ତେଲ ପକାନ୍ତୁ।
ଯଦି ଆପଣ ଖ୍ରୀଷ୍ଟମାସ ପାଇଁ ଘରେ ସହଜରେ ତିଆରି କରାଯାଇପାରୁଥିବା କିଛି ସ୍ବାଦିଷ୍ଟ ରେସିପି କରିବାକୁ ଚାହୁଛନ୍ତି, ତେବେ ଭାନିଲା କ୍ରେସେଣ୍ଟ ଏକ ଉତ୍ତମ ବିକଳ୍ପ ହୋଇପାରେ।
ନନଭେଜ୍ ବାର ଆସିଲେ ଆମେ କିଛି ନନଭେଜର ନୂଆ ରେସିପି ବନାଇବାକୁ ଚାହିଁଥାନ୍ତି। ନନଭେଜ୍ ଖାଇବାକୁ କିଏ ବା ନଭଲପାଏ।
ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ। ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ।
ଚେତ୍ତିନାଦ ଚିକେନ୍ ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ, ଯାହାକୁ କିଛି ବିଶେଷ ଅବସରରେ ତିଆରି କରାଯାଏ।
ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ସେଥିରେ ଲେମ୍ବୁ ରସ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ପ୍ରଥମେ ଖାସି ମାଂସରେ ଦହି, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ଛେଚା ରସୁଣ ପକାନ୍ତୁ। ତା’ପରେ ସେଥିରେ ଅଦାରସୁଣ ବଟା, ଧନିଆ ପତ୍ର ବଟା, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର ଓ ରିଫାଇନ୍ ତେଲ ପକାଇ ଭଲଭାବେ ମ୍ୟାରିନେଟ୍ କରନ୍ତୁ।
ଫୁଲ କୋବି ତରକାରୀ ତ ସମସ୍ତେ ଖାଇଥିବେ। ଏଠାରେ ଆଜି ଚିଜି କର୍ଲିଫ୍ଲାୱାରର ରେସିପି ଦିଆଯାଇଛି। ଯାହାକୁ ଘରେ ବହୁତ ସହଜରେ ତିଆରି କରାଯାଇପାରିବ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।