Loading...

ରୋଷେଇ

ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

ପାଳଙ୍ଗକୁ ଧୋଇ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏହାପରେ ଏଥିରେ ପାଳଙ୍ଗ, ଧନିଆ ପତ୍ର, ପିଆଜ, ଲୁଣ, ଜୀରା, ଅଦା, ହଳଦି ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ କାଟି ଦିଅନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ ।

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ”ତିଖା ଚିଙ୍ଗୁଡି”

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ”ତିଖା ଚିଙ୍ଗୁଡି”

ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ ଏବଂ ହଳଦୀ ପାଉଡର, ଲଙ୍କା ପାଉଡର ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ଗୋଟା ଧନିଆ ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ ।

>