ରୋଷେଇ ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’ 17 Jan, 2022 8 mins read 151 views ପାଳଙ୍ଗକୁ ଧୋଇ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏହାପରେ ଏଥିରେ ପାଳଙ୍ଗ, ଧନିଆ ପତ୍ର, ପିଆଜ, ଲୁଣ, ଜୀରା, ଅଦା, ହଳଦି ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ କାଟି ଦିଅନ୍ତୁ।
ରୋଷେଇ ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍ଚମ୍” 29 Dec, 2021 7 mins read 289 views ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
ରୋଷେଇ ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’ 29 Dec, 2021 10 mins read 165 views ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ ।
ରୋଷେଇ ଆପଣଙ୍କ ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’ 29 Dec, 2021 9 mins read 391 views ସର୍ବପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ ପାଣି ପକାଇ ଭଲଭାବେ ଚକଟନ୍ତୁ।
ରୋଷେଇ ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ”ତିଖା ଚିଙ୍ଗୁଡି” 26 Dec, 2021 9 mins read 286 views ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ ଏବଂ ହଳଦୀ ପାଉଡର, ଲଙ୍କା ପାଉଡର ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ଗୋଟା ଧନିଆ ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ ।