Featured

ଜିଓ ଲଂଚ କଲା ଟେଲିକମ ଜଗତର ସବୁଠାରୁ ବଡ ଅଫର !

ପୁଣି ଚର୍ଚାକୁ ଆସିଲା ଜିଓ। ଲଂଚ କଲା ଟେଲିକମ ଜଗତର ଐତିହାସିକ ଅଫର। ବଡ କଥା ହେଲା, ଜିଓର ଏହି ଅଫରଟି ଲଂଚ ହେବା ପରେ ପରେ ଏବେ ବାକି କଂପାନୀମାନଙ୍କର ଚିନ୍ତା ବଢି ଯାଇଛି।ସୂଚନା ଅନୁଯାୟୀ,ଭାରତରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟଫୋନ ଉପରେ ଜିଓ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ଦେବାକୁ ଘୋଷଣା କରିଛି । ଯାହାର ଅର୍ଥ ହେଲା, ଯଦି ଆପଣ ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ୨୦୧୮ ମଧ୍ୟରେ କୌଣସି ବି ସ୍ମାର୍ଟଫୋନ କିଣିବେ ତେବେ ତା ଉପରେ ଆପଣଙ୍କୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ।ଯଦି ଆପଣ ୬.୯୯୯ ଟଙ୍କାର ଫୋନ କିଣୁଛନ୍ତି ତ କ୍ୟାଶବ୍ରାକ୍ ପରେ ଏହି ଫୋନଟିର ଦାମ୍ ୪,୭୯୯ ଟଙ୍କା ଯୋଇଯିବ ।

ତେବେ ଆସନ୍ତିୁ ଜାଣିବା ଏହି ଅଫର ସମ୍ପର୍କରେ-

ଜିଓର ଏହି ଅଫରଟିର ନାଁ ରହିଛି ‘ଫୁଟବଲ୍ ଅଫର’।ଯାହାକି ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏହି ଅଫର ପରିସରରେ ଜିଓ ନେଟୱର୍କ ସହିତ ଜଡିତ ଥିବା ନୂଆ ସ୍ମାର୍ଟଫୋନ ଉପରେ କଂପାନୀ ୨୦୦ଟଙ୍କାର ଇନଷ୍ଟାଂଟ କ୍ୟାସବ୍ୟାକ ଦେବ । ହେଲେ ଏଥିପାଇଁ ଆପଣଙ୍କୁ ନୂଆ ଫୋନରେ ଜିଓ ସିମ୍ ପକାଇବାକୁ ହେବ ଆଉ ପ୍ରଥମ ରିଚାର୍ଜ ୧୯୮ ଟଙ୍କା କିମ୍ବା ୨୯୯ ରିଚାର୍ଜ କରିବାକୁ ପଡିବ । ଏହାପରେ ଆପଣଙ୍କୁ ୫୦ ଟଙ୍କାର ୪୪ଟି ରିଚାର୍ଜ ଭାଉଚର ମିଳିବ । ଯାହାକି ଆପଣଙ୍କ ‘ମାଇ ଜିଓ ଆପ’ରେ ଜମା ହୋଇଯିବ । ତେବେ ଜିଓ ଫୁଟବଲ ଅଫରଟି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ।

ଏହି ଅଫରଟି ଭାରତରେ ବିକ୍ରି ହେଉଥିବା ପ୍ରାୟ ସମସ୍ତ ସ୍ମାର୍ଟ ଫୋନରେ ଉପଲବ୍ଧ । କିନ୍ତୁ ସ୍ମାଟ ଫୋନ ୪ଜି ସପୋର୍ଟ ପରୁଥବବା ଦରକାର । ଏହି ତାଲିକାରେ LYF, Samsung, Xiaomi, Motorla, Micromax, Huawei, Nokia, 10.or(Amazon), Blackberry, Asus, Panasonic, LG,Intex, Alcatel, Comio, Jivi, Celkon, swipe, Ziox, iVoomi , Centric ସ୍ମାର୍ଟ ଫୋନ ଗୁଡିକ ସାମିଲ ଅଛନ୍ତି ।

ପଢନ୍ତୁ;

ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା

Related posts

ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ENO Beuro

ଆସନ୍ତୁ ଜାଣିବା ଲେମ୍ବୁର କେତେକ ବିଶେଷ ବ୍ୟବହାର ଓ ଉପକାରୀତା ଗୁଣ ବିଷୟରେ

ENO Beuro

Unique Rituals Performed During The Puri Jagannath Rath Yatra

ENO Beuro

1 comment

Leave a Comment