Loading...

ଆଜିଠୁ ୩ ଦିନ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ

ଆଜିଠୁ ୩ ଦିନ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ

ନିଗମ(ବିଏମ୍‌ସି) ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ। ଆସନ୍ତା କାଲିଠୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ।

ନିଗମ(ବିଏମ୍‌ସି) ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ। ଆସନ୍ତା କାଲିଠୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ। ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 

 

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ମଧ୍ୟ ଧୀରେଧୀରେ ସଂକ୍ରମଣ ବଢ଼ିବାକୁ ଲାଗିଲାଣି । ଆଜି ସୁଦ୍ଧା ରାଜ୍ୟରେ ଓମିକ୍ରନ ସଂଖ୍ୟା ୧୪ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ, ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ମା’ କାଳିଜାଇଙ୍କ ମନ୍ଦିର ମଧ୍ୟ ବନ୍ଦ କରାଯାଇଛି । ୩ ଦିନ ଲାଗି ମା’ କାଳିଜାଇଙ୍କ ଦର୍ଶନ ବନ୍ଦ ରହିବ । ଅଜି ସକାଳ ୬ଟାରୁ ୨ତାରିଖ ସଂଧ୍ୟା ୬ଯାଏ ମନ୍ଦିର ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.