• Home
  • LIFESTYLE
  • ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ
LIFESTYLE

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଯୋଗୁଁ ଏନେମିୟା ଭଳି ସମସ୍ୟା ହୋଇଥାଏ। ଠିକ୍‌ ଭାବରେ ଖାଦ୍ୟ ଗ୍ରହଣ ନ କରିବା ଏହାର ଏକ ମୁଖ୍ୟ କାରଣ। ରକ୍ତ ଅଭାବ ପାଇଁ ରୋଗ ପ୍ରତିରୋଧକ କ୍ଷମତା ବି କମ୍‌ ହୋଇଥାଏ। ଆସନ୍ତୁ କିଭଳି ଏହି ସମସ୍ୟାକୁ ଦୂର କରିପାରିବା ସେ ବିଷୟରେ ଜାଣିବା।

ଶରୀରରେ ରକ୍ତର ଅଭାବ ଦୂର ପାଇଁ କିଛି ଟିପ୍ସ

ଲୁଣ ଓ ରସୁଣ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ପୁଣି ଯେଉଁମାନଙ୍କର ରକ୍ତରେ ପ୍ଲେଟଲେଟ୍‌ସର ଅଭାବ ହୋଇଥାଏ, ସେମାନେ ଲୁଣ ଏବଂ ରସୁଣ ଖାଇବା ଉଚିତ୍‌। ଡାଳଚିନିକୁ ସିଝେଇ ଚା’ ସହିତ ପିଅନ୍ତୁ। ଫଳରେ ରକ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ corn

ଦିନରେ ତିନି ଥର ପାଳଙ୍ଗ ଜୁସ୍‌ ପିଅନ୍ତୁ। ପାଳଙ୍ଗ ରେ ଭିଟାମିନ୍‌ ଏ, ଭିଟାମିନ୍‌ ସି ବ୍ୟତୀତ ପ୍ରୋଟିନ୍‌, ସୋଡିୟମ୍‌, କ୍ୟାଲେସିୟମ୍‌ , କ୍ଲୋରିନ୍‌ ଫାଇବର୍‌ ପ୍ରଚୁର ପରିମାଣରେ ଥାଏ।

ପାଣି ସିଙ୍ଗଡାରେ ପ୍ରୋଟିନ୍‌, ଖଣିଜ ପଦାର୍ଥ, କାର୍ବୋହାଇଡ୍ରେଟ୍‌ ଆଦି ପ୍ରଚୁର ପରିମାଣରେ ଥାଏ ।ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତର ଅଭାବ ଦେଖା ଯାଇନଥାଏ ।

ମକାକୁ ସିଝେଇ ଖାଆନ୍ତୁ । ଟମାଟୋ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇନଥାଏ ।ଅଁଳା ରସକୁ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନ ଥାଏ ।

 

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ Amla juice

ପଢନ୍ତୁ ;

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

 

Related posts

ଆପଣ ଜାଣିଛନ୍ତି କି ପୁଅମାନେ ପ୍ରେମରେ ପଡ଼ିଲା ପରେ କ’ଣ ପରିବର୍ତ୍ତନ ଆସିଥାଏ ?

Krishna Kumar Manoj

ଚାଲନ୍ତୁ ଜାଣିବା , ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ଆମେ ତାହାଙ୍କୁ ଜଣେ ବିଚାରଶୀଳ ବ୍ୟକ୍ତି ବୋଲି ଭାବିଥାଉ

Krishna Kumar Manoj

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More