Spread the loveଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି । ନିଜର ଅଦ୍ଭୁତ କାର୍ଯ୍ୟ ଶୈଳୀ ଦ୍ଵାରା ସେ ସିନେମା... ଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି
Spread the love

ଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି । ନିଜର ଅଦ୍ଭୁତ କାର୍ଯ୍ୟ ଶୈଳୀ ଦ୍ଵାରା ସେ ସିନେମା ଜଗତରେ ଏକ ଅଭୂଲା ସ୍ମୃତି ପାଳତିଯାଇଛନ୍ତି । ଅନୁଭବ, ସବ୍ୟସାଚୀ ଙ୍କ ଭଳି ବହୁ ଓଡିଆ କଳାକାରଙ୍କୁ ନିଜ ହାତରେ ଗଢିଥିଲେ ଏହି ମହାନ ପୁରୁଷ ।

ସେ ଏକାଧାରାରେ ଜଣେ ନାୟକ, ନିର୍ଦେଶକ ଓ ଲେଖକ ଥିଲେ । ସେ ପ୍ରାୟତଃ ୬୦ ଟି ଓଡିଆ ସିନେମାରେ ଅଭିନୟ କରିବା ସହ ୧୯ ଟି ସିନେମାରେ ନିର୍ଦେଶିକ କାର୍ଯ୍ୟ ତୁଲାଇ ଥିଲେ ।

ବହୁ ସିନେମା ଭିତରେ ସୁହାଗ ସିନ୍ଦୁର, ଗଙ୍ଗା ଯମୁନା, ପଞ୍ଜୁରି ଭିତରେ ସାରି ଓ ଶେଷରେ ସହରୀ ବାଘରେ ନିଜ ସିନେମା ରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ କରିଥିଲେ ନିର୍ଦେଶକର କାମ । ଓମ ସାଇ ରାମ ଠାରୁ ଦଇବ ଦଉଡି ତାଙ୍କ ନିର୍ଦେଶନାର ଅନ୍ତର୍ଭୁକ୍ତ ।

ଜୀବନ ସଂଗ୍ରାମ ଭଳି ସିନେମାରୁ ଯାତ୍ରା ଆରମ୍ଭ କରିଥିବା ଏହି ମହାନାୟକ ଶେଷରେ ୧୩ ଜାନୁଆରୀ ୨୦୧୫ ରେ ନିଜ ଜୀବନ ସଂଗ୍ରାମରେ ହାରିଯାଇଥିଲେ ଓ ସିନେମା ଦୁନିଆରେ ଏକ ଅପୁରଣନୀୟ ସ୍ଥାନ ସୃଷ୍ଟି କରିଯାଇଥିଲେ । ଆଜିର ଦିନରେ ସେହି ମହାନାୟକଙ୍କ ଉଦେଶ୍ୟରେ କୋଟି କୋଟି ପ୍ରଣାମ ।

ଓଡିଆ ଚଳଚ୍ଚିତ୍ର ଜଗତର ବହୁଚର୍ଚ୍ଚିତ କଳାକାର ଓ ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକ ଙ୍କ ଆଜି ଜନ୍ମ ଜୟନ୍ତି

ପଢନ୍ତୁ, ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ଖୋକା ଭାଇ ଙ୍କ ଆଜି ଜନ୍ମ ଜୟନ୍ତି । 

No comments so far.

Be first to leave comment below.

Your email address will not be published. Required fields are marked *