Entertainment

ରେଣୁକା ସାହାଣେ :‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ

‘ହମ୍‌ ଆପକେ ହୈ କୌନ୍‌’ର ରିମେକ

ପ୍ରାୟ ୨୩ ବର୍ଷ ପୂର୍ବେ ରାଜଶ୍ରୀ ପ୍ରଡ଼କସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ହମ୍‌ ଆପକେ ହୈ କୌନ୍‌’ ଚଳଚ୍ଚିତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ରେଣୁକା ସାହାଣେ । ଏକ ଇଣ୍ଟରଭ୍ୟୁ ସମୟରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ସଲମାନ ଏବଂ ମାଧୁରୀଙ୍କ ସ୍ଥାନରେ ସେ କାହାକୁ ଦେଖିବା ପାଇଁ ପସନ୍ଦ କରିବେ ପଚାରା ଯିବାପରେ ସେ ବରୁଣ ଧଓ୍ଵନ ଏବଂ ଆଲିଆ ଭଟ୍ଟଙ୍କର ନାମ ନେଇଥିଲେ ।

ଯଦି ଏହି ଚଳଚ୍ଚିତ୍ରର ରିମେକ ଏବେ ପ୍ରସ୍ତୁତ କରାଯାଏ ତେବେ ମୁଁ ଚଳଚ୍ଚିତ୍ରର ଚରିତ୍ର ମାନଙ୍କୁ ଅଧୁନିକ ରୁପରେ ଦେଖିବା ପାଇଁ ପସନ୍ଦ କରିବି । ‘ହମ୍‌ ଆପକେ ହୈ କୌନ୍‌’ ଏକ ଫ୍ୟାମିଲିି ଡ଼୍ରାମା, ଯେଉଁଥିରେ ଭାରତୀୟ ବିବାହ ପରମ୍ପରାକୁ ଖୁବ୍‌ ସୁନ୍ଦର ଭାବେ ଦର୍ଶାଯାଇଛି । ମୋ ମତରେ ଏପରି କାହାଣୀର ଆଜି ମଧ୍ୟ ବଲିଉଡରେ ଚାହିଦା ରହିଛି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ନିଶା ଏବଂ ପ୍ରେମର ଭୂମିକାରେ ମୁଁ ବର୍ତ୍ତମାନ କଳାକାରଙ୍କ ମଧ୍ୟରୁ ଆଲିଆ ଏବଂ ବରୁଣଙ୍କୁ ଦେଖିବାକୁ ପସନ୍ଦ କରିବି, ବୋଲି ଉତ୍ତର ଦେଇଥିଲେ ରେଣୁକା ।

ରେଣୁକା ସାହାଣେ :‘ହମ୍‌ ଆପକେ ହୈ କୌନ୍‌’ ରିମେକରେ ବରୁଣ ଓ ଆଲିଆ ନାୟକ-ନାୟିକା ହେଲେ ଭଲ ଲାଗିବ Hum aapke hai koun remak cast

ପଢନ୍ତୁ ;

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ:ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

Related posts

ନୂଆ ଓଡିଆ ଚଳଚିତ୍ର “ଲୋକାଲ୍ ଟୋକା ଲଭ ଚୋଖା”ର ଶୁଭ ମହୁରତ୍

ENO Beuro

ଲିକ ହେଲା ତାମିଲ ସୁପରଷ୍ଟାରଙ୍କ ଝିଅର ଅଶ୍ଲୀଳ ଫଟୋ

ENO Beuro

କୃଷ୍ଣସାର ମୃଗ ଶିକାର ମାମଲା : ଆଜି ନିର୍ଦ୍ଧାରଣ ହେବ ସଲମାନଙ୍କ ଭାଗ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More