EnewsOdia.Com

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଆରମ୍ଭ ହେବ ରି-ସର୍ଫେସିଂ କାମ

ଆସନ୍ତା ଫେବୃଆରୀରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ରି ସର୍ଫେସିଂ କାମ ଆରମ୍ଭ ହେବ । ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ । ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ ବୋଲି  ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ  ସୂଚନା ଦେଇଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ । ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଉଡ଼ାଣ ବନ୍ଦ ରହିବ । ଏଥିପାଇଁ ବିଭିନ୍ନ ବିମାନ ପରିବହନ କଂପାନିଙ୍କ ସହ ଆଲୋଚନା କରାଯାଇ ସମୟରେ ପରିବର୍ତ୍ତନ କରାଯିବ । ବିମାନବନ୍ଦରର ରନୱେ ରିକାର୍ପେଟିଂ କାମ ପାଇଁ ବିମାନ ଚଳାଚଳ ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ପଢନ୍ତୁ: ନୂଆବର୍ଷ ପାଇଁ ସଜେଇ ହେଉଛି ସିଂହଦ୍ଵାର

 

 

ସମ୍ବନ୍ଧିତ ଖବର

୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

Ratnamani Maharana

ଆରପାରିରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

Ratnamani Maharana

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

Ratnamani Maharana

କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

Ratnamani Maharana

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

Ratnamani Maharana

ଆଜିଠୁ ସେସୁର ବିଦ୍ୟୁତ୍ କାଟ୍ ଅଭିଯାନ

Ratnamani Maharana