Loading...

୭ରେ ଶପଥ ତେଲେଙ୍ଗାନର ନୂଆ ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ

ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲାବେଳେ ୭ରେ ତେଲେଙ୍ଗାନର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ରେବାନ୍ତ ଏବେ କଂଗ୍ରେସ ଦଳରୁ ଲୋକସଭାର ସାଂସଦ ଅଛନ୍ତି।

ସୂଚନାନୁସାରେ, ତେଲେଙ୍ଗାନାରେ କଂଗ୍ରେସ ଦଳ ସଂଖ୍ୟା ଗରଷ୍ଠତା ହାସଲ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଚାଲିଥିଲା। ଦଳର ନିର୍ବାଚିତ ୬୪ ବିଧାୟକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ବସାଯିବ ସେ ନେଇ ସହମତି ପ୍ରକାଶ ନପାଇବାରୁ ସୋମବାର ଶପଥ ଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.